www.samajalive.in
Monday, December 8, 2025
24.1 C
Bhubaneswar

ନାରୀଶକ୍ତିର ଜୀବନ୍ତ ଉଦାହରଣ ହେଉଛି ଚନ୍ଦ୍ରଯାନ-୩

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ ଅଭିଯାନରେ ଅନେକ ମହିଳା ବୈଜ୍ଞାନିକ ଓ ଇଞ୍ଜିନିୟର ପ୍ରତ୍ୟେକ୍ଷ ଭାବେ ଜଡିତ ତେଣୁ ଚଚନ୍ଦ୍ରଯାନ-୩ ନାରୀଶକ୍ତିର ଜୀବନ୍ତ ଉଦାହରଣ। ଆଜି ରେଡ଼ିଓରେ ପ୍ରଚାରିତ ମାସିକ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଝିଅମାନେ ବର୍ତ୍ତମାନ ଅସୀମ ମହାକାଶକୁ ଆହ୍ୱାନ ଦେବାରେ ସକ୍ଷମ ହେଉଛନ୍ତି।

ସେ କହିଛନ୍ତି, “ଯେତେବେଳେ ଆମ ଦେଶର ଝିଅମାନେ ଏତେ ଉଚ୍ଚାଭିଳାଷୀ ହୋଇଛନ୍ତି, ସେତେବେଳେ ଭାରତର ବିକାଶକୁ କିଏ ଅଟକାଇ ପାରିବ? ସେ କହିଛନ୍ତି, ଚନ୍ଦ୍ରଯାନ ଅଭିଯାନ ‘ନୂତନ ଭାରତ’ର ଆତ୍ମାର ପ୍ରତୀକ ପାଲଟିଛି।

- Advertisement -

ଶ୍ରୀ ମୋଦୀ କହିଛନ୍ତି, ଏହି ଅଭିଯାନ ସମସ୍ତ ପରିସ୍ଥିତିରେ ଜିତିବାକୁ ଚାହୁଁଥିବା ଏବଂ ଯେ କୌଣସି ପରିସ୍ଥିତିରେ କିପରି ଜିତିବାକୁ ହୁଏ ତାହା ପ୍ରତିପାଦିତ କରିଛି। ଯେତେବେଳେ ମହିଳା ଶକ୍ତିର ସାମର୍ଥ୍ୟ ଯୋଗ କରାଯାଏ, ଅସମ୍ଭବ ସମ୍ଭବ ହୁଏ ବୋଲି ସେ କହିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories