www.samajalive.in
Friday, December 12, 2025
19.1 C
Bhubaneswar

ନେପାଳରେ ନଦୀକୁ ଖସିଲା ବସ୍‌ ୮ ମୃତ

କାଠମାଣ୍ଡୁ – ନେପାଳର ଧାଡିଙ୍ଗରେ ଥିବା ତ୍ରିଶୁଳୀ ନଦୀ ମଧ୍ୟକୁ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଖସିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ବେଲନୀ ପାର୍ବତ୍ୟ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଗୁରୁତର ହୋଇଛନ୍ତି ।

ମୃତକମାନଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୬ ଜଣ ପୁରୁଷ ରହିଛି । ଏବେ ସେଠାରେ ତଲାସୀ ଏବଂ ଉଦ୍ଧାର କାର୍ଯ୍ୟଜାରି ରହିଛି ।

- Advertisement -

ନେପାଳର ଘାଟୀ ରାସ୍ତାରୁ ତ୍ରିଶୁଳୀ ନଦୀକୁ ବସ୍‌ଟି ଖସିପଡିଥିଲା । ଗଜୁରୀ ଜଳପ୍ରପାତ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଗଜୁରୀ ପୌରସଂସ୍ଥାର ଉପାଧ୍ୟକ୍ଷ ଶର୍ମିଳା ବିସୁରାଲ୍‌ କହିଛନ୍ତି ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories