ଭୁବନେଶ୍ୱର : ଓଡିଆ ବିଶ୍ୱବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ। ପ୍ରଥମ କୁଳପତି ଭାବେ ଶୁକ୍ରବାର ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କୁଳପତି ଭାବେ ସବିତା ପ୍ରଧାନଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ମିଳିଛି। ସବିତା ପ୍ରଧାନବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଓଡିଆ ପ୍ରଫେସର ଅଛନ୍ତି।
Popular Categories



