www.samajalive.in
Wednesday, December 10, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାମଲା.. ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ପାଇଁ ଚିଠି ଲେଖିଲେ ବାଲେଶ୍ବର ଏସପି.. ମାଷ୍ଟରମାଇଣ୍ଡ ସହ ଓଡ଼ିଶାର ୨ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଚିଠି.. ମାଷ୍ଟରମାଇଣ୍ଡ ବିଶାଲ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଏଜିଙ୍କୁ ଚିଠି..

ନବଦାସ ହତ୍ୟା ମାମଲା.. ସାମ୍ନାକୁ ଆସିଲା ଗୋପାଳର ପଲିଗ୍ରାଫ ରିପୋର୍ଟ..

- Advertisement -

ଅନୁଗୋଳ ଜିଲା ଅନ୍ତର୍ଗତ ଆଠମଲ୍ଲିକ ଉପଖଣ୍ଡ ଅଞ୍ଚଳରୁ ନିଖୋଜ ନାବାଳକଙ୍କ ମୃତଦେହ ବାରିଣୀ ଜଙ୍ଗଲରୁ ଉଦ୍ଧାର.. ରାସ୍ତାରୋକ ସହ ପୁଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ..

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ାରେ ପୋଖରୀରେ ବୁଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ..

ବନକଲାଗି ବିବାଦ.. ଶ୍ରୀଜଗନ୍ନାଥ ମନ୍ଦିର ନୀତି ସବ୍‌ କମିଟି ବୈଠକରେ ବାହାରିଲାନି ନିଷ୍କର୍ସ.. ୧ରେ ନିଷ୍ପତ୍ତି …

ବର୍ଷା ପାଇଁ ୧୭ ଜିଲାକୁ ସତର୍କ ସୂଚନା ଜାରି.. ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା.. ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି..

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଏଏସଆଇ.. ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦଶମନ୍ତପୁର ଥାନାର ମହିଳା ଏଏସଆଇ ଦୀପିକା ହୀରାଙ୍କୁ ଧରିଲା ଭିଜିଲାନ୍ସ..

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସରୁ ଚୋରି..

ଭିଜିଲାନ୍ସ ଜାଲରେ ଗଣିଆ ଅତିରିକ୍ତ ତହସିଲଦାର.. ୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ..

ଖୁଣ୍ଟୁଣୀ ଥାନା ଡାଳୁଆ ଜଙ୍ଗଲରେ ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ..

ଅଙ୍ଗନବାଡିରେ ପଶିଲା ଶିଆଳ.. ୩ ଶିଶୁ ସମେତ ୧୦ ଆହତ..

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories