www.samajalive.in
Saturday, December 13, 2025
26.1 C
Bhubaneswar

ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ହୋଟେଲ ରୁମରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଟଣୀ ସୀତାରାମ ଛକ ନିକଟ ଏକ ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧା ହୋଇଛି। ଗତକାଲି ଯୁବତୀ ଜଣକ ଜଣେ ଯୁବକଙ୍କ ସହ ହୋଟେଲକୁ ଆସିଥିଲେ। ରାତିରେ ଯୁବକ ଜଣଙ୍କ ହୋଟେଲରୁ ବାହାରକୁ ଯାଇ ଆଉ ଆସିନଥିଲେ।

 

- Advertisement -

ସକାଳେ ହୋଟେଲର କର୍ମଚାରୀ ଷ୍ଟାଫ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ। ବନ୍ଦ ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଯୁବତୀଙ୍କ ସହ ଲଜରେ ଥିବା ଯୁବକ ଫେରାର ହୋଇଯାଇଥିବାବେଳେ କମିଶନରେଟ ପୁଲିସ ଏହି ମାମଲର ତଦନ୍ତ ଜାରି ରଖିଛି। ଫେରାର ଯୁବକଙ୍କ ଘର ଜଗତସିଂହପୁରରେ ବୋଲି ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories