www.samajalive.in
Monday, December 8, 2025
13.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି.. ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଲାଗି ହେବ ଅଧରପଣା..

ବାହାନଗା ଟ୍ରେନ୍ ଦୁର୍ଘଟଣା – ଡିଏନ୍‌ଏ ପରୀକ୍ଷାରେ ପଶ୍ଚିମବଙ୍ଗ..

- Advertisement -

ବିହାର ଓ ଓଡ଼ିଶାର ଆଉ ୨୯ଟି ମୃତଦେହ ଚିହ୍ନଟ, ଆଜି ସଂପର୍କୀୟଙ୍କୁ ଦିଆଯିବ ଚିହ୍ନଟ ମୃତଦେହ..

ମହାନଦୀରେ ପାଣି ଆସିବାରୁ ଧୋଇଗଲା ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା..

କଟକ ଯୋବ୍ରା ଅଞ୍ଚଳରେ ନିଜ ଘର ପାଇଖାନା ଟାଙ୍କିରେ ଗଳିପଡ଼ି ବୃଦ୍ଧା ଗୁରୁତର..

ନବରଙ୍ଗପୁର ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସିନୀ ଛକରେ ଗଛକୁ ପିଟିଲା କାର୍‌ – ୩ ମୃତ..

ଜଣେ ମହିଳା ଗୁରୁତର..

ପୁରୀ-ଭୁବନେଶ୍ୱର ରାସ୍ତାରେ ପୃଥକ କାର ଓ ବାଇକ ଦୁର୍ଘଟଣାରେ ୧୬ ଆହତ, ୫ ଗୁରୁତର..

ପୁରୀ ସୁନାବେଶରେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୩୦୦ରୁ ଅଧିକ ଆହତ..

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗ୍‌ଚୀ..

ଅଳକା ଅରୋରା ମିଶ୍ର ହେଲେ ନୂଆ ଅଧ୍ୟକ୍ଷା..

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା.. ଜୁଲାଇ ୪ରୁ ବର୍ଷା ନେଇ ପୂର୍ବାନୁମାନ..

ଆଠଗଡ : ଧବଳେଶ୍ୱର ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଗଲା..

ଧୋଇଯିବାରୁ ଧବଳେଶ୍ୱର ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ..

ଝୁଲାପୋଲ ବନ୍ଦ ଥିବାରୁ ଅସ୍ଥାୟୀ ପୋଲରେ ଯିବା ଆସିବା କରୁଥିଲେ ଶ୍ରଦ୍ଧାଳୁ..

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories