www.samajalive.in
Saturday, December 13, 2025
26.1 C
Bhubaneswar

ଥମୁନି ମଣିପୁର ହିଂସା : ଆଜି ବସିବ ସର୍ବଦଳୀୟ ବୈଠକ

ମଣିପୁର: ମଣିପୁରରେ ସମସ୍ତ ଉଦ୍ୟମ ସତ୍ତ୍ବେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଥମୁନାହିଁ ହିଂସା। ସ୍ଥିତିରେ ସୁଧାର ପାଇଁ ଆଜି ସର୍ବଦଳୀୟ ବୈଠକ ବସିବ ବୋଲି ଜଣାପଡ଼ିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଏଥିରେ ଅଧ୍ୟକ୍ଷତା କରିବେ । ରାଜ୍ୟରେ ଚାଲିଥିବା ହିଂସା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। ଶାନ୍ତି ଆଲୋଚନା ଓ ସେନା ମୁତୟନ ସତ୍ତ୍ବେ ବି ରାଜ୍ୟରେ ଶାନ୍ତି ଫେରୁନାହିଁ। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories