www.samajalive.in
Saturday, December 13, 2025
26.1 C
Bhubaneswar

ତମାଖୁ ଦୋକାନରେ ଚଢାଉ

ରେଙ୍ଗାଲି: ରେଙ୍ଗାଲିର ସ୍କୁଲ, ବସ୍‌‌ ଷ୍ଟାଣ୍ଡ ଭଳି ସର୍ବସାଧାରଣ ଗହଳି ରହୁଥିବା ଅଞ୍ଚଳର ୧ଶହ ମିଟର ପରିଧିରେ ସିଗାରେଟ୍‌‌, ଗୁଟ୍‌‌କା ଆଦି ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଉପରେ ଗୁରୁବାର କୋଟ୍‌‌ପା(Cigarettes and Other Tobacco Products Act) ଆଇନ ବଳରେ ଚଢାଉ କରାଯାଇଛି। ଚଢାଉରେ ୧୮ଜଣ ଦୋକାନୀଙ୍କଠାରୁ ୩ହଜାର ୩ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ଜିଲା ତମାଖୁ ନିୟନ୍ତ୍ରଣ ଉପଦେଷ୍ଟା ସ୍ୱାଗତିକା ବେହେରା, ଖାଦ୍ୟ ସୁରକ୍ଷା ନିରୀକ୍ଷକ ଅଞ୍ଜୁ ଏକ୍କା, ଡ୍ରଗ୍ସ ଇନ୍ସପେକ୍ଟର ସତ୍ୟନରାୟଣ ମଲ୍ଲିକ, ରେଙ୍ଗାଲି ଥାନାର ସବ୍‌‌ ଇନ୍ସପେକ୍ଟର ଛାୟାକାନ୍ତ ସରାଫଙ୍କ ନେତୃତ୍ୱରେ ଏହି ଚଢାଉ ଅଭିଯାନ ସମ୍ପନ୍ନ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories