ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ଗହଳି..
ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ପ୍ରସ୍ତୁତି ଚୂଡାନ୍ତ..
ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସକାଳ ୮ଟାରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ ଠାକୁର..
ବନ କର୍ମଚାରୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ଆଜିଠାରୁ ଜୁଲାଇ ୮ ଯାଏ ବନ କର୍ମଚାରୀଙ୍କ ଆନ୍ଦୋଳନ..
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଠିକାଦାର ରମେଶ ରାଉତ ମୃତ..
ରଥଯାତ୍ରା ଦୃଷ୍ଟିରୁ ଆଜି ପୁରୀ ରେଳ ଷ୍ଟେସନର ନିରୀକ୍ଷଣ ସହ ରେଳ ଚଳାଚଳ ସମୀକ୍ଷା କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..
ଜୁନ୍ ୨୦ରୁ ବଦଳିବ ପାଗ, ୩ରୁ ୫ ଡିଗ୍ରୀ ଖସିବ ପାରଦ..
ବର୍ଷା ଋତୁ ଦୃଷ୍ଟିରୁ ଆଜି ସାରା ରାଜ୍ୟରେ ହେବ ବାତ୍ୟା ମକଡ୍ରିଲ୍..
ଆଜିଠାରୁ +୩ ଆବେଦନ ପ୍ରକ୍ରିୟା ଆରମ୍ଭ, ଜୁଲାଇ ୪ ଯାଏ ଚାଲିବ ଆବେଦନ..



