www.samajalive.in
Saturday, December 6, 2025
26.1 C
Bhubaneswar

 ବେଆଇନ କାଠଗୋଦାମରେ ଚଢାଉ

ବାଲେଶ୍ୱର : ବାଲେଶ୍ୱର ସ୍ଥିତ ସହଦେଵଖୁଣ୍ଟା ଥାନା କାଳିଦାସପୁର ଅଂଚଳରେ ଥିବା ଏକ ବେଆଇନ କାଠଗୋଦାମ ଉପରେ ଶୁକ୍ରବାର ଚଢାଉ କରାଯାଇଛି। ଯତୀଶ କୁମାର ସିଂଙ୍କର ଏକ ବେଆଇନ କାଠଗୋଦାମ ଉପରେ ଆଜି ବାଲେଶ୍ୱର ପୁଲିସ, ଭିଜିଲାନ୍ସ ଏବଂ ଫରେଷ୍ଟର ପକ୍ଷରୁ ମିଳିତ ଚଢ଼ାଉ ହୋଇଥିବା ବେଳେ ପାଖାପାଖି ୨୦୦ ସିଫ୍ଟ ରୁ ଉର୍ଦ୍ଧ ମୂଲ୍ୟବାନ କାଠ ଜବତ କରାଯାଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories