www.samajalive.in
Thursday, December 11, 2025
13.1 C
Bhubaneswar

ଏଲଆଣ୍ଡଟି କମ୍ପାନୀର ମନମୁଖୀ କାର୍ଯ୍ୟ; ଲୁହାପାଇପ୍‌‌ ଘୋଷଡ଼ାରେ ପକ୍କାରାସ୍ତା ନଷ୍ଟ

ହରଭଙ୍ଗା: ହରଭଙ୍ଗା ବ୍ଲକର ଜନସାଧାରଣଙ୍କ ପିଇବାପାଣି ସମସ୍ୟା ଦୂରପାଇଁ ଏଲଆଣ୍ଡଟି କମ୍ପାନୀ ପକ୍ଷରୁ ବୃହତ ଜଳ ଯୋଗାଣ ପ୍ରକଳ୍ପକାର୍ଯ୍ୟ ନିର୍ମାଣାଧିନ ରହିଛି। ତିଲେଶ୍ୱର ଅଂଚଳରେ କମ୍ପାନୀ ପକ୍ଷରୁ ପାଇପ୍‌‌ ଲାଇନ କାର୍ଯ୍ୟ ଜାରି ରହିଛି। ମାତ୍ର ଲୁହା ପାଇପ୍‌‌ଗୁଡ଼ିକୁ ଗାଡ଼ିରେ ବୋଝେଇ କରି ନେବା ପରିବର୍ତ୍ତେ କମ୍ପାନୀ ମନଇଛା ଜେସିବି ବକେଟରେ ବାନ୍ଧି ରାସ୍ତାରେ ଘୋଷାଡି ଘୋଷାଡି ନେଉଥିବାରୁ ପୂର୍ତବିଭାଗର ପକ୍କାରସ୍ତା ନଷ୍ଟ ହେବାକୁ ବସିଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏ ଦିଗରେ ପୂର୍ତବିଭାଗ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories