www.samajalive.in
Sunday, December 14, 2025
26.1 C
Bhubaneswar

ଏହି ଉପାୟରେ ଚୁଟ୍‌‌କିରେ କମିବ ଓଜନ..

ଆପଣ ଯଦି ନିଜ ବୃଦ୍ଧି ପାଉଥିବା ଓଜନ ପାଇଁ ଚିନ୍ତିତ, ତେବେ କିଛି ସରଳ ଉପାୟ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟା ଦୂର ହେବ। ଏହି ଉପାୟ ଆପଣାଇବା ଦ୍ୱାରା ଏକ ମାସରେ ପ୍ରାୟ ୧୦ କେଜି ଓଜନ ହ୍ରାସ ହେବ।
ଏକ ଗ୍ଲାସ ପାଣିରେ ଏକ ଚାମଚ ସେଓ ସିରକା ଓ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ଜଳଖିଆ ପୂର୍ବରୁ ପିଅନ୍ତୁ।
ସକାଳର ଆରମ୍ଭ ପୁଦିନାପତ୍ର ଓ ପାନମଧୁରୀ ପାଣି ପିଇ ଆରମ୍ଭ କରନ୍ତୁ।
ସକାଳେ ଉଠିବା ପରେ ୩୦ ମିନିଟ୍‌‌ ନିଶ୍ଚୟ ବ୍ୟାୟାମ କରନ୍ତୁ।
ଜଳଖିଆରେ ୧ ପାତ୍ରରେ କ୍ଷୀର ସହ କର୍ଣ୍ଣଫ୍ଲେକ୍ସ,ଓଟସ୍‌‌ କିମ୍ବା ଦଲିଆ ଖାଆନ୍ତୁ।
ଖରାବେଳର ଖାଦ୍ୟରେ ୨ଟି ରୁଟି, ଯେକୌଣସି ପନିପରିବାର ତରକାରୀ, ଅଳ୍ପ ଡାଲି ଓ ଦହି ଖାଆନ୍ତୁ।
ସନ୍ଧ୍ୟା ସମୟରେ କ୍ଷୀର ଚା’ ବଦଳରେ ଗ୍ରୀନ୍‌‌ଟି ପିଅନ୍ତୁ।
ରାତି ଖାଦ୍ୟରେ ଅନ୍ୟ ଖାଦ୍ୟ ଅପେକ୍ଷା ସ୍ୱାସ୍ଥ୍ୟକର ସାଲାଡ୍‌‌ ଓ ଏକ ଗ୍ଲାସ କ୍ଷୀର ପିଅନ୍ତୁ।
ସକାଳେ ଓ ରାତିରେ ଖାଇବା ପରେ ଅଳ୍ପ ସମୟ ଚାଲନ୍ତୁ।
ପ୍ରତିଦିନ କ୍ୟାଲୋରୀ ପ୍ରତି ଧ୍ୟାନ ଦେବା ସହ ଏହାକୁ ୧୦୦୦-୧୫୦୦ କ୍ୟାଲୋରୀ ମଧ୍ୟରେ ରଖନ୍ତୁ।

 

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories