www.samajalive.in
Sunday, December 14, 2025
26.1 C
Bhubaneswar

ଏଟିଏମ୍ ଲୁଟ ଯୋଜନା ପଣ୍ଡ : ୭ ଅଭିଯୁକ୍ତଙ୍କୁ ଧରିଲା ପୁଲିସ

ଭୁବନେଶ୍ବର :  ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ଏଟିଏମ୍ ଲୁଟ ଯୋଜନା ପଣ୍ଡ ହୋଇଛି। ଅଭିଯୁକ୍ତ ୭ ଜଣଙ୍କୁ ଧରିବା ପାଇଁ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ସମେତ ୪ଟି ଥାନାର ୮ ପୁଲିସ ଗାଡ଼ିରେ ୩୫ରୁ ଉର୍ଦ୍ଧ୍ବ କର୍ମଚାରୀ ନୟାନ୍ତ ହୋଇଥିଲେ। ତେବେ ଶେଷରେ ପୁଲିସ ବୋଲେରୋ ଡାଲା ଗାଡି ସହ ଗ୍ୟାସ ସିଲିଣ୍ଡର, ଗ୍ୟାସ ପାଇପ କଟର, ଲୁହା ଶାବଳ, ଗ୍ଲୋବସ, ମଙ୍କି କ୍ୟାପି, ମୋବାଇଲ, ନୂଆ ସିମ କାର୍ଡ, ଛୁରୀ ସମେତ ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ କରିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories