www.samajalive.in
Wednesday, December 10, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌‌ ଗିରଫ..

କଳାହାଣ୍ଡିରେ ମାଓବାଦୀ -ଯବାନ ଗୁଳି ବିନିମୟ ପରେ ତତ୍ପରତା..

- Advertisement -

ଡିଜି କ୍ୟାମ୍ପ୍‌‌ରେ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ.. ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇନଶୃଙ୍ଖଳା ଏଡିଜିଙ୍କୁ ନେଇ ବୈଠକ..

ମାଓ ଅପରେସନ୍‌‌ ଓ ଝାରସୁଗୁଡା ଉପନିର୍ବାଚନ ନେଇ ଆଲୋଚନା..

ପୋଲ ତଳକୁ ବସ୍‌‌ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ..

ମଧ୍ୟପ୍ରଦେଶର ଖରଗୋନ ଜିଲାରେ ଏହି ବଡ ଧରଣର ସଡକ ଦୁର୍ଘଟଣା ଘଟିଛି..

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବା ପରେ ଏକାଠି ପ୍ରତିକ୍ରିୟା ଜଣାଇଲେ ଉଭୟ ମୁଖ୍ୟମନ୍ତ୍ରୀ.. ଆମେ ପୁରୁଣା ବନ୍ଧୁ..

ଆଜିର ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନାହିଁ..

ପୁରୀରେ ବିହାର ତୀର୍ଥଯାତ୍ରୀଙ୍କ ପାଇଁ ଜମି ଯୋଗାଇବୁ.. ପୁରୀରେ ବିହାର ଭବନ ପାଇଁ ଦେଢ ଏକର ଜମି ଦିଆଯିବ- ମୁଖ୍ୟମନ୍ତ୍ରୀ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories