www.samajalive.in
Saturday, December 13, 2025
21.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱର : ଆଜି ୨୫ ଜିଲାରେ ଘଡଘଡି ସହ ବର୍ଷା ସମ୍ଭାବନା..

୨୫ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି..

- Advertisement -

ଘଡଘଡି ,ବର୍ଷା ସହ ୪୦-୫୦ ବେଗରେ ପବନ ବହିବା ନେଇ ରହିଛି ସମ୍ଭାବନା..

ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁର ଶୁଭାରମ୍ଭ..

କଟକ ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ

ଆଜି ପବିତ୍ର ‘ଶ୍ରୀରାମ ନବମୀ’, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମତିଥି..

ଦେଶର ବିଭିନ୍ନ ଭାଗରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଉଛି ‘ଶ୍ରୀରାମ ନବମୀ’..

ଢେଙ୍କାନାଳ : ହାତୀ ଆକ୍ରମଣରେ ୨ ମହିଳା ମୃତ.. ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ..

ହିନ୍ଦୋଳ ଦୁଦୁରକୋଟ ବାଘୁଆ ସାହିରେ ହାତୀ ଆତଙ୍କ.. ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣର ଶିକାର..

ଭୟାବହ ଅଗ୍ନିକାଣ୍ଡ..ଜଳିଗଲା ମନ୍ଦିର.. ଆନ୍ଧ୍ର ପ୍ରଦେଶର ଏକ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ.. କ୍ଷୟକ୍ଷତି ନେଇ ସୂଚନା ମିଳି ପାରି ନାହିଁ..

ପୁରୀ ବଡ଼ଦାଣ୍ଡରେ ପୁଣି ମାରଣାସ୍ତ୍ର ବୁଲିଲା.. ଦୁର୍ବୃତ୍ତଙ୍କ ମାଡ଼ରେ ଦେବାଶିଷ ଭୋଳ ଗୁରୁତର..

ମର୍ଚିକୋଟ ଛକରେ ଗୋଡେଇ ଗୋଡେଇ ଆକ୍ରମଣ.. ଦୁଇ ଗୋଷ୍ଠୀ ମୁହାଁମୁହିଁ..

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories