www.samajalive.in
Saturday, December 13, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ଉତ୍ସବମୁଖର ଏକାମ୍ରକ୍ଷେତ୍ର.. ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା..

ଦିନ ୩ଟା୩୦ରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ..

- Advertisement -

୧୨ଟା୩୦ ରୁ ୧ଟା ୩୦ ମଧ୍ୟରେ ପହଣ୍ଡି ବିଜେ..  ପୁଲିସ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବନ୍ଦୋବସ୍ତ

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ..

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସରେ ହେଉଛି ପ୍ରସ୍ତୁତି ବୈଠକ.. ଜିଲାସ୍ତରୀୟ ଅଧିକାରୀଙ୍କୁ ନେଇ ଆଲୋଚନା..

ବୌଦ୍ଧ ଜିଲ୍ଲା ବଘିଆପଡ଼ା ଖଲିଆପାଲି ଛକ ନିକଟରେ ବନ ବିଭାଗ ଗାଡ଼ିକୁ ଗୁଳିମାଡ଼.. ୨ ବନ କର୍ମଚାରୀ ଆହତ

ଚଳିତ ବର୍ଷ ଅକ୍ଟୋବରରୁ ତାଳଚେରରେ ଆରମ୍ଭ ହେବ ୩୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା..

କଳିଙ୍ଗ ଷ୍ଟାଡିୟମ ପରିସରରେ ଆଜି ଅତ୍ୟାଧୁନିକ ଟେନିସ କୋର୍ଟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

କଟକ ଏସସିବିରେ ସଫଳ କିଡ଼ନୀ ପ୍ରତିରୋପଣ, ଜଗତପୁର ଅଞ୍ଚଳର ଜଣେ ବ୍ରେନ ଡେଡ଼ ବ୍ୟକ୍ତିଙ୍କ ୨ଟି କିଡ଼ନୀର ଅନ୍ୟ ଦୁଇ ଜଣ ରୋଗୀଙ୍କ ଶରୀରରେ ହେଲା ପ୍ରତିରୋପଣ..

ବଲାଙ୍ଗୀର : ୧୧୨୦ କଫ୍‌‌ ସିରପ୍‌‌ ବୋତଲ ଜବତ.. ୫ ଗିରଫ ..

ସଦର ଥାନା ଚନ୍ଦନ ଭାଟି ନିକଟରୁ ଜବତ କଲା ପୁଲିସ..

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories