www.samajalive.in
Sunday, December 7, 2025
26.1 C
Bhubaneswar

ରେଳବଗିରୁ ଗଞ୍ଜେଇ ଜବତ ; ୩ ଗିରଫ

ସମ୍ବଲପୁର : ସମ୍ବଲପୁର ଦେଇ ଯାତାୟାତ କରୁଥିବା ଇସ୍ପାତ ଏକ୍ସପ୍ରେସ ରେଳଗାଡିର ଏକ ଏସି ବଗିରୁ ୪୦ କେଜି ଗଞ୍ଜେଇ ଜବତ କରାଯାଇଛି। ସମ୍ବଲପୁର ଷ୍ଟେସନ ଠାରେ ଇସ୍ପାତ ରେଳଗାଡିର ରହଣି ସମୟରେ ଏସି ବଗିରେ ବିହାର ଓ ଉତ୍ତର ପ୍ରଦେଶ ଅଞ୍ଚଳର ୩ ଜଣ ଗଞ୍ଜେଇ ମାଫିଆ ଅତି ଚତୁରତାର ସହିତ ଗଞ୍ଜେଇ ଚାଲାଣ କରୁଥିବାର ଜଣାପଡିଥିଲା।  ତୁରନ୍ତ ଆରପିଏଫ ଓ ଅବକାରୀ ଦଳ ମିଳିତ ଚଢ଼ଉ କରି ୪୦ କେଜି ଗଞ୍ଜେଇ ଜବତ କରିବା ସହିତ ଉତ୍ତର ପ୍ରଦେଶ ରାଜ୍ୟ ନିବାସୀ ସରବଜିତ କୁମାର, ବିହାର ରାଜ୍ୟର ଭୀମ କୁମାର ଓ ମିତଳେଶ କୁମାରଙ୍କୁ ଗିରଫ କରିଛନ୍ତି। ଏ ସର୍ମ୍ପକରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ସୋମବାର ଚାଲାଣ କରାଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories