www.samajalive.in
Saturday, December 13, 2025
26.1 C
Bhubaneswar

ଜୁଆ ଖେଳକୁ ନେଇ ପୁରୀ ବଡଦାଣ୍ଡ ମାର୍କେଟଛକରେ ହଣାକଟା ୩ ଗୁରୁତର

ପୁରୀ- ଜୁଆ ଖେଳକୁ ନେଇ ପୁରୀ ବଡଦାଣ୍ଡରେ ହଣାକଟା । ମାର୍କେଟ ଛକ ନିକଟରେ ହଣାକଟାରେ ୩ ଗୁରୁତର । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।

ପୁରୀ ଉପକଣ୍ଠ ଖଡିପଦାରେ ମେଳଣ ଚାଲିଥିବା ବେଳେ ଜୁଆ ଖୋଳକୁ ନଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଶନିବାର ସକାଳେ ଦୁଇ ଗୋଷ୍ଠୀ ମାର୍କେଟ ଛକ ନିକଟରେ ମୁହାଁମୁହିଁ ହୋଇଥିଲେ ।

- Advertisement -

କାଲିର ପ୍ରତିଶୋଧ ନେବା ପାଇଁ ଭୋରରୁ ତିନିଜଣଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଥିଲେ । ପୁଲିସ ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଛି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories