ମୁମ୍ବଇ : ବଲିଉଡ ଗାୟକ ଶାନ୍ ଅକ୍ଟୋବର ୨୮ ତାରିଖରେ ଆସାମର ରାଜଧାନୀ ଗୁହ୍ୱାଟିରେ ଏକ ଲାଇଭ କନସର୍ଟ କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଗାୟକ ଶାନ୍ ମଞ୍ଚରେ ବଙ୍ଗାଳି ଗୀତ ଗାଇବା ସମୟରେ କିଛି ଦର୍ଶକ ତାଙ୍କୁ ଏହା ପଶ୍ଚିମବଙ୍ଗ ନୁହଁ ଏହା ଆସାମ ବୋଲି କହି ବିରୋଧ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଶାନ୍ଙ୍କୁ ଜଣେ ଦର୍ଶକ ପଥର ଏବଂ କାଗଜ ଗୋଳା କରି ପକାଇଥିଲେ। ଏହପରେ ଶାନ୍ ସୋ’ ମଝିରୁ ମଞ୍ଚରୁ ପଳାଇଯାଇଥିଲେ। କାର୍ଯ୍ୟକର୍ତ୍ତା ଆୟୋଜନକାରୀ ମାନେ ଶାନ୍ଙ୍କୁ ଏହି ଘଟଣା ପାଇଁ କ୍ଷମା ପାର୍ଥନା କରିବା ସହ ଗଣ୍ଡଗୋଳ କରୁଥିବା ଲୋକମାନଙ୍କ ବିରୋଧରେ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ସେ କହିଛନ୍ତି।
Popular Categories



