www.samajalive.in
Saturday, December 13, 2025
26.1 C
Bhubaneswar

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ

ଦେବଗଡ:ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଅସୁସ୍ଥତା ଏବଂ ବିବାଦୀୟ ଆଚରଣ ପାଇଁ ଜୟନାରାୟଣଙ୍କୁ ବରୋଧୀ ଦଳ ନେତା ପଦରୁ ହଟାଇ ଦେବା ଉଚିତ । ସମ୍ବଲପୁରରେ ମହିଳା ପୁଲିସ ଇନ୍ସପେକ୍ଟରଙ୍କୁ ଚାପୁଡା ମାରିବା ଘଟଣାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଓଡିଶା ଲିଗାଲ ରାଇଟ୍ସ କାଉନସିଲର ରାଜ୍ୟ ସଭାନେତ୍ରୀ ଅରୁନ୍ଧତୀ ଦେବୀ ।

ଅରୁନ୍ଧତୀ କୁମାରୀ ତାଙ୍କର ମନ୍ତବ୍ୟରେ ଆହୁରି ମଧ୍ୟ କହିଛନ୍ତି ଯେ, ନାରୀ ଶକ୍ତିର ପୂଜା କରାଯାଉଥିବା ମାଁ ସମଲେଶ୍ୱରୀଙ୍କ ମାଟିରେ ମହିଳାଙ୍କ ପ୍ରତି ଜୟନାରାୟଣଙ୍କ ମନ୍ତବ୍ୟ ଦୁର୍ଭାଗ୍ୟ ଜନକ, ଏଣୁ ସେ ନାରୀ ଜାତିକୁ କ୍ଷମା ମାଗିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories