www.samajalive.in
Monday, December 8, 2025
13.1 C
Bhubaneswar

ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ, ଓଁ, ଶ୍ରୀଗଣେଶଙ୍କ ଫଟୋ ଲଗାନ୍ତୁ..

ଘରର ମୁଖ୍ୟ ଦ୍ୱାର ସଭିଁଙ୍କ ପାଇଁ ବିଶେଷ ଫଳ ପ୍ରଦାନ କରିଥାଏ। କାରଣ ସେହି ସ୍ଥାନ ଦେଇ ହିଁ ଘର ଭିତରକୁ ସକରାତ୍ମକ ଓ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ଦ୍ୱାରା ବ୍ୟକ୍ତିଙ୍କ ମାନସିକ ଓ ଶାରିରୀକ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ସକରାତ୍ମକ ଶକ୍ତି ଦ୍ୱାରା ଘରେ ଶାନ୍ତି ଓ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ..

ଘରେ ସୁଖସମୃଦ୍ଧିର ବାତାବରଣ ସର୍ବଦା ରହିବା ପାଇଁ ସିନ୍ଦୂର ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।

- Advertisement -

ଘରର ମୁଖ୍ୟ ଦ୍ୱାରରେ ପ୍ରଭୁଙ୍କ ଏହି ମୂର୍ତ୍ତି ରଖିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।

ଘରର ମୁଖ୍ୟ ଦ୍ୱାରରେ ପ୍ରଭୁ ଗଣେଶଙ୍କ ଫଟୋ ଲଗାଇଥିଲେ, ଦ୍ୱାରର ପଛପଟେ ସେହି ସ୍ଥାନରେ ପ୍ରଭୁଙ୍କ ପ୍ରତିମା ଲଗାନ୍ତୁ।

ଯେପରି ଦୁଇ ଠାକୁରଙ୍କ ପ୍ରତିମାର ପିଠି ଏକାଠି ହୋଇ ରହିବ।

ଘରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ବସିଥିବା ଅବସ୍ଥାରେ ରହିବା ଉଚିତ। ଏପରି କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ।

ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ, ଓଁ, ଶ୍ରୀଗଣେଶଙ୍କ ଫଟୋ ଲଗାନ୍ତୁ।

ଘରର ମୁଖ୍ୟ ଦ୍ୱାରକୁ ସଫାସୁତୁରା ରଖନ୍ତୁ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories