www.samajalive.in
Sunday, December 14, 2025
14.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଧୀରେଧୀରେ ଖୋଲୁଛି ଅର୍ଚ୍ଚନାଙ୍କ ଗୁମର… ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ମିଳିଲା ଲେଡି ବ୍ଲାକମେଲରଙ୍କ ‘ଏଣ୍ଡେଭର’ କାର୍‌… ପରିତ୍ୟକ୍ତ ଅବସ୍ଥାନରେ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଲେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ… ଘଟଣାକୁ ନେଇ ଚାଲିଛି ତଦନ୍ତ… ଆଗକୁ ଆହୁରି ଅନେକ ଖୁଲାସା କରିପାରେ ଇଡି…

(୨) ଆଜିଠାରୁ ଆରମ୍ଭ ହେବ ଫିଫା ଫୁଟବଲ ବିଶ୍ବକପର ୨୨ତମ ସଂସ୍କରଣ… ଅଲ୍‌ ଖୋର୍‌ରେ ମୁହାଁମୁହିଁ ହେବେ କାତାର-ଇକ୍ୱେଡର… ରାତି ୯.୩୦ରେ ଖେଳାଯିବ ମ୍ୟାଚ୍‌… କାର୍ତ୍ତାରରେ ୩୨ଟି ଦଳକୁ ନେଇ ଅନୁଷ୍ଠିତ ହେବ ମହାସମର… ୪ ସପ୍ତାହ ଧରି ୫ଟି ସହରରେ ହେବ ମ୍ୟାଚ୍‌…  ୮ଟି ଷ୍ଟାଡିୟମରେ ୬୪ଟି ମ୍ୟାଚର ବ୍ୟବସ୍ଥା… ଡିସେମ୍ବର ୧୮ରେ ହେବ ଫାଇନାଲ ଟକ୍କର…

- Advertisement -

(୩) ପ୍ରଶଂସା ସାଉଁଟୁଛି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’… ଆଜି ଲୋକସେବା ଭବନ ପ୍ରେକ୍ଷାଳୟରେ କରାଯିବ ପ୍ରଦର୍ଶନ… ସନ୍ଧ୍ୟା ୫ଟାରେ ଫିଲ୍ମ ଦେଖିବେ ଯୁଗ୍ମସଚିବ ପାହ୍ୟାଠାରୁ ଊର୍ଦ୍ଧ୍ବ ବରିଷ୍ଠ ଅଧିକାରୀ… ଚଳଚ୍ଚିତ୍ରର ପ୍ରତିଟି ଚରିତ୍ରର ଅଭିନୟ ଓ ସମ୍ପାଦନା ହୋଇଛି ଜୀବନ୍ତ… ପ୍ରେକ୍ଷାଳୟରେ ଜମୁଛି ଭିଡ଼… ସିନେମାକୁ ଟିକସ ମୁକ୍ତ କରିଛନ୍ତି ରାଜ୍ୟ ସରକାର…

ମଣିଷ ପରି ଦିଶୁଛି ଛେଳିଛୁଆ; ଦେଖନ୍ତୁ ଏହି ଭିଡିଓ  

(୪) ବଢ଼ିଲା ଇଞ୍ଜିନିୟରିଂ ନାମଲେଖା ଅବଧି… ଉଭୟ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ… ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କଲେ ରାଜ୍ୟ ସରକାର… ଏବେବି ଇଞ୍ଜିନିୟରିଂ କଲେଜରେ ୬୦.୩୭ ପ୍ରତିଶତ ସ୍ଥାନ ଖାଲି ରହିଥିବା ସୂଚନା…

(୫) ଶାଣିତ ହେଲାଣି ପ୍ରାଥମିକ ଶିକ୍ଷକଙ୍କ ସ୍ୱର… ହକ୍‌ ପାଇଁ ବିଧାନସଭା ସମ୍ମୁଖରେ ଗର୍ଜିବାକୁ ଦେଲେଣି ଚେତାବନୀ… ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି ବିକ୍ଷୋଭ ପ୍ରଦର୍ଶନ… ୨୭ ତାରିଖରୁ ଭୁବନେଶ୍ଵର ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ କହିଲା ସଂଘ…

(୬) କିଏ ଜିତିବ ପଦ୍ମପୁର ବାଜି ?… ମୈଦାନରେ ୩ଦଳର ଜୋରଦାର ପ୍ରଚାର… ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି ସମସ୍ତ ପ୍ରାର୍ଥୀ… ବିଜେଡି ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଛି ଷ୍ଟାର ପ୍ରଚାରକ ତାଲିକା… ବିଜେପିର ନବାଗତ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ସହ ମୈଦାନଙ୍କୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ… ବିଜେଡି ମଧ୍ୟ ବରିଷ୍ଠ ନେତାଙ୍କ ସହ ଷ୍ଟାର ପ୍ରଚାରକ ତାଲିକାରେ ମନ୍ତ୍ରୀଙ୍କୁ କରିଛି ସାମିଲ…

 

Hot this week

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

Related Articles

Popular Categories