www.samajalive.in
Sunday, December 14, 2025
23.1 C
Bhubaneswar

ଏସବୁ ଖାଉଥିଲେ ହୁଅନ୍ତୁ ସଚେତନ, ହୋଇପାରେ କର୍କଟ

ସବୁଜ ପନିପରିବାରେ ପୋଷକ ତତ୍ତ୍ବ ଭରପୂର ରହିଛି। ପରିବା ତରକାରି, ଭଜା ରାନ୍ଧିବାରେ ବେଶୀ ସମୟ ଲାଗେନି କିନ୍ତୁ ଆମେମାନେ ଅଳସୁଆ ହୋଇଗଲୁଣି । ସେଥିପାଇଁ ବଜାରରୁ ପ୍ରାକ୍-ପ୍ରସ୍ତୁତ ଖାଦ୍ୟ ଓ ଫ୍ରୋଜେନ୍ ପ୍ୟାକେଟ୍ କିଣିଆଣୁଛେ । ବିଶେଷଜ୍ଞ ଦଳ ଏସବୁ ପ୍ୟାକେଟ୍ ବ୍ୟବହାର ନ କରିବା ପାଇଁ ବାରମ୍ବାର ସଚେତନ କରାଉଛନ୍ତି । ଏହା ସତ୍ତ୍ବେ ପ୍ୟାକେଟ୍‌ ଖାଦ୍ୟର ବିକ୍ରି ଦିନକୁଦିନ ବଢ଼ିବାରେ ଲାଗିଛି । ସର୍ବେକ୍ଷଣ ଅନୁସାରେ, ୟୁରୋପ, ଆମେରିକା, ଅଷ୍ଟ୍ରେଲିଆରେ ୧୨%ରୁ ଅଧିକ ଲୋକ ପ୍ୟାକେଟ୍, ଫ୍ରୋଜନ୍ ଖାଦ୍ୟ ଖାଉଛନ୍ତି । ନିୟମିତ ଭାବେ ଏମିତି ଖାଇବା ପରେ ସେମାନେ କର୍କଟ, ହୃଦ୍‌ଘାତ ପରି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ଜଣାପଡ଼ିଛି। ଏଭଳି ପରିଣାମ ଦେଖି ସମସ୍ତେ ବର୍ତ୍ତମାନଠାରୁ ସଚେତନ ଓ ସତର୍କ ହୋଇରୁହନ୍ତୁ ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories