www.samajalive.in
Sunday, December 7, 2025
26.1 C
Bhubaneswar

ମଝି ଆକାଶରେ ବିମାନରେ ଶିଶୁକୁ ଜନ୍ମ ଦେଲେ ମହିଳା

ମୁମ୍ବାଇ .-  ଆବୁଧାବିରୁ ଜାକାର୍ତ୍ତା ଯାଉଥିବା ବେଳେ ଏକ ବିମାନରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଇତିହାଦ୍‌ ଏୟାରଲାଇନ୍ସର ଏକ ବିମାନରେ ଏହି ଘଟଣା ଘଟିଛି । ବିମାନ ମଧ୍ୟରେ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଏହାପରେ ଆକାଶରେ ବିମାନର ଗତି ପଥ ବଦଳାଇ ମୁମ୍ବାଇ ଆଡକୁ କରାଯାଇଥିଲା । ହେଲେ ବିମାନ ମଧ୍ୟରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।

ଆରବ ସାଗର ଉପରେ ଥିବା ବେଳେ ସେ ଶିଶୁ କନ୍ୟାକୁ ଜନ୍ନ ଦେଇଥିଲେ। ମୁମ୍ବାଇ ବିମାନ ବନ୍ଦରେ ଅବତରଣ କରିବା ପରେ ମହିଳା ଓ ଶିଶୁକୁ ବିମାନ ବନ୍ଦର ନିକଟସ୍ଥ ସେଭେନ ହିଲ୍‌ସ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ମାଆ ଓ ଶିଶୁ ଉଭୟଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କଥା ଜଣା ପଡିଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories