ବଲାଙ୍ଗିର ଗସ୍ତରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୁଜାରୀ
ଏଲ୍ଏମ୍ଓ ଲୋକାର୍ପିତ, ବିଶ୍ବବିଦ୍ୟାଳୟ ପୂର୍ବ ଛାତ୍ରଙ୍କ ସହ ଆଲୋଚନା
ସ୍ଥାନୀୟ ଭୀମ ଭୋଇ ଡାକ୍ତରଖାନା ପରିସରରେ ତରଳିକୃତ ଭେଷଜ ଅମ୍ଳଜାନ ପ୍ଲାଣ୍ଟ (ଏଲ୍ଏମ୍ଓ ) ୧୩ କଏଲର ଲୋକାର୍ପଣ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୁଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲାପାଳ ଚଞ୍ଚଳ ରାଣା, ପୌରାଧ୍ୟକ୍ଷା ଲିକା ସାହ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ସହ ହସ୍ପିଟାଲ ଅଧୀକ୍ଷକ ମହେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।
Comments are closed.