www.samajalive.in
Monday, December 8, 2025
13.1 C
Bhubaneswar

୪ବର୍ଷରେ କୋଟିପତିଙ୍କ ସଂଖ୍ୟାରେ ୬୦ପ୍ରତିଶତ ବୃଦ୍ଧି; ଆୟକର ପ୍ରଦନ ପ୍ରକ୍ରିୟାରେ ୮୦ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଆୟକର ଟିକସ ପ୍ରଦାନ କ୍ଷେତ୍ରରେ ଭାରତକୁ ବିଗତ ୪ବର୍ଷ ମଧ୍ୟରେ ୧ଲକ୍ଷ ୪୦ହଜାର ସଂଖ୍ୟକ ବ୍ୟକ୍ତି ଆୟକର ଟିକସ ପ୍ରକ୍ରିୟାରେ ନିଜକୁ କୋଟିପତି ଦର୍ଶାଯାଇଛନ୍ତି। ଏହାକୁ ତର୍ଜମା କଲେ ୪ବର୍ଷ ବ୍ୟବଧାନରେ ଦେଶରେ ୬୦ପ୍ରତିଶତ କୋଟି ପତି ବୃଦ୍ଧି ପାଇଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟର ଅଫ ଟ୍ୟାକ୍ସେସ ଦ୍ୱାରା ଆୟକର ସମ୍ପର୍କିତ ତଥ୍ୟ ସର୍ବସାଧାରଣ କରିଛନ୍ତି। ତାଙ୍କ କହିବା ଅଥ ଅନୁଯାୟୀ ସୋମବାର ଆୟକର ସମ୍ପର୍କିତ ରିପୋର୍ଟ ସର୍ବସାଧାରର କରିଛି। ଏହି ତଥ୍ୟା ମୁତାବିକ ଚଳିତ ବର୍ଷ ଆୟକର ବିଭାଗ ପକ୍ଷରୁ ସାଧାରଣ୍ୟ ବ୍ୟବସାୟୀ, କର୍ପୋରେଟର, ଅନୁଷ୍ଠାନ ଓ ଅବିଭାଜିତ ବଙ୍ଗି ହିନ୍ଦୁ ମଧ୍ୟ ସାମିଲ ରହିଛନ୍ତି। ୨୦୧୪ ଓ ୧୫ ମଧ୍ୟରେ କୋଟିରୁ ଊଦ୍ଧ୍ୱର୍ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୮,୬୪୯ ଥିବାବେଳେ ୨୦୧୭-୧୮ମଧ୍ୟରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ୧ଲକ୍ଷ ୪୦ହଜାର ୧୩୯ଜଣ ଲକ୍ଷପତି ପାଲଟିଛନ୍ତି। ସିବିଡିଟିର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରାଙ୍କ ମନ୍ତବ୍ୟ ଅନୁଯାୟୀ ତାଙ୍କ ସମୟକାଳରେ ଆୟକର ପୈଠ ପ୍ରକ୍ରିୟାକୁ ସରଳ ଓ ସଚେତନତା ସୃଷ୍ଟି କରିବା ଦ୍ୱାରା ଆୟକର ଦାଖଲରେ ବୃଦ୍ଧି ଘଟିଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories