www.samajalive.in
Monday, December 8, 2025
13.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆଜି ମେଲାଣି ନେବେ ମା’… ଧରାପୃଷ୍ଠରୁ ମା’ ଜଗତଜନନୀଙ୍କୁ ବିଦାୟ ଦେବେ ଭକ୍ତ… ଭସାଣ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା… କଟକରେ ମଧ୍ୟ ତିଆରି ହୋଇଛି ଅସ୍ଥାୟୀ ପୋଖରୀ… ଗତକାଲି ଦଶମୀରେ ମା’ଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ମନେକଲେ ଶହଶହ ଶ୍ରଦ୍ଧାଳୁ…

(୨) ଭସାଣ ବେଳେ ବଡ଼ ଧରଣର ଅଘଟଣ… ପଶ୍ଚିମବଙ୍ଗର ଜଲପାଇଗୁଡ଼ି ମାଲ ନଦୀରେ ଭାସିଯାଇ ୮ଜଣଙ୍କ ମୃତ୍ୟୁ… ମୂର୍ତ୍ତି ବିସର୍ଜନ ବେଳେ ହଠାତ୍‌ ମାଡ଼ିଆସିଲା ବନ୍ୟା ପାଣି…  ଅନେକ ନିଖୋଜ ଆଶଙ୍କା… ଉଦ୍ଧାର କରୁଛି ଏନଡିଆରଏଫ୍‌ ଟିମ୍‌…

- Advertisement -

(୩) ମେକ୍ସିକୋରେ ବଡ଼ ଧରଣର ଗୁଳିକାଣ୍ଡ… ଦୁର୍ବୃତ୍ତଙ୍କ ଗୁଳିରେ ଗଲା ୧୮ଜଣଙ୍କ ଜୀବନ… ୩ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଆହୁରି ଆହତ ହୋଇଥିବା ଅନୁମାନ… ଗୁଳିକାଣ୍ଡର କାରଣ ଅସ୍ପଷ୍ଟ… ଘଟଣାସ୍ଥରେ ତଦନ୍ତ କରୁଛି ପୁଲିସ…

(୪) ଟି-୨୦ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଗଲା ଟିମ୍‌ ଇଣ୍ଡିଆ… ରୋହିତ ଶର୍ମାଙ୍କ ନେତୃତ୍ୱରେ ଗଲା ୧୪ ଜଣିଆ ଟିମ୍‌… ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବିଶ୍ୱକପ୍‌… ବୁମରାଙ୍କ ସ୍ଥାନ କିଏ ନେବ ସେ ନେଇ ଜାରି ରହିଛି ଚର୍ଚ୍ଚା…  ଆସନ୍ତା ସପ୍ତାହରେ ଏନେଇ ହେବ ଘୋଷଣା…  ୨୩ରେ ପାକିସ୍ତାନକୁ ଭେଟିବ ଟିମ୍‌ ଇଣ୍ଡିଆ…

(୫) ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା… ପ୍ରଭାବରେ ରାଜ୍ୟରେ ଲାଗିରହିଛି ହାଲୁକା ବର୍ଷା… ଉପକୂଳରେ ମେଘୁଆ ପାଗ ସହ ଜାରି ରହିଛି ବର୍ଷା… ଆଜି ବି ଭିଜିବ ଓଡ଼ିଶାର କିଛି ଅଞ୍ଚଳ… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories