www.samajalive.in
Saturday, December 13, 2025
26.1 C
Bhubaneswar

ଏକାଠି ଖାଆନ୍ତୁ ମହୁ ଓ ରସୁଣ ; ମିଳିବ ଅନେକ ଲାଭ

ମହୁ ଓ ରସୁଣ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାକୁ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ଚମତ୍କାରୀ ଲାଭ ମିଳିଥାଏ। ମହୁ ଓ ରସୁଣକୁ ଏକାଠି ଖାଇବା ଦ୍ୱାରା ଖୁବ ଲାଭ ମିଳିଥାଏ।
ପ୍ରଥମେ ରସୁଣର ଚୋପା ଛଡାଇ ଏହାକୁ ହାଲକା ଭାବେ ଛେଚି ଦିଅନ୍ତୁ। ଏହାପରେ ଏଥିରେ ମହୁ ମିଶାନ୍ତୁ। ଭଲ ଭାବେ ମହୁ ମିଶିଗଲେ ଏହାକୁ ସେବନ କରନ୍ତୁ। ଜାଣନ୍ତୁ ଏପରି ସେବନ ଦ୍ୱାରା ଶରୀରର କି କି ଉପକାର ହୋଇଥାଏ..
ସକାଳେ ଖାଲି ପେଟରେ ସର୍ବଦା ଏହାର ସେବନ କରନ୍ତୁ।
ଏପରି ଭାବେ ମହୁ ଓ ରସୁଣର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ବିଭିନ୍ନ ପ୍ରକାର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ।
ମହୁ ଓ ରସୁଣ ଉଭୟ ଶରୀରରୁ କୋଲେଷ୍ଟେରୋଲ୍‍କୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି।
ଗଳା ଯନ୍ତ୍ରଣା,କୁଣ୍ଢାଇବା ଭଳି ଅନୁଭବ ହେଲେ ମହୁ ଓ ରସୁଣର ସେବନ ଖୁବ ଲାଭଦାୟକ।
ଥଣ୍ଡା,କାଶ ଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ ମହୁ ଓ ରସୁଣର ସେବନ ଖୁବ ଉପକାରୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories