www.samajalive.in
Monday, December 8, 2025
13.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ୪୫ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ କରିଛନ୍ତି ସମ୍ମାନିତ..  ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସେମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୨ରେ ସମ୍ମାନିତ କରାଯାଇଛି .. ୪୫ ଜଣଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପୁରୀ ଜିଲ୍ଲାର ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ..

କମ୍ପିଲା କାବୁଲ: ରୁଷ୍‌ ଦୂତାବାସ ନିକଟରେ ଆତ୍ମଘାତୀ ବିସ୍ଫୋରଣ, ୨ ରୁଷ୍ ରାଷ୍ଟ୍ରଦୂତଙ୍କ ସମେତ ୨୦ ମୃତ..

- Advertisement -

ଉତ୍ତରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ… ଜୀବନ୍ତ ଜଳିଗଲେ ୨ ଜଣ… ହଜରତଗଞ୍ଜ ଅଞ୍ଚଳର ଏକ ହୋଟେଲରେ ଲାଗିଲା ନିଆଁ… ୨୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ… ଘଟଣାସ୍ଥଳରେ ନିୟୋଜିତ ରହିଛି ୬ଟି ଆମ୍ବୁଲାନ୍ସ ଓ ୧୫ଟି ନିଆଁଲିଭା ଗାଡ଼ି …

ଗଙ୍ଗାନଦୀରେ ବଡ଼ ଧରଣର ଅଘଟଣ… ଡଙ୍ଗା ବୁଡ଼ି ୧୦ଜଣ ନିଖୋଜ… ଶାହାପୁର ଥାନା ଦାନପୁର ନିକଟରେ ବୁଡ଼ିଲା ଡଙ୍ଗା… ନିଖୋଜ ଯାତ୍ରୀଙ୍କୁ ଖୋଜାଖୋଜି ଜାରି… ଡଙ୍ଗାରେ ଥିଲେ ୫୦ରୁ ୫୫ଜଣ ଯାତ୍ରୀ…

ରାଜ୍ୟରେ ଆଜି ବି ୨ଶହ ତଳେ କରୋନା ଦୈନିକ ମାମାଲା… ଚିହ୍ନଟ ହେଲେ ଆଉ ୧୭୯ ଆକ୍ରାନ୍ତ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୦ ପଜିଟିଭ୍‌….ରାଜ୍ୟରେ ମୋଟ୍‌ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧,୭୨୩… ସେପଟେ ଦେଶରେ ବି ଖସୁଛି ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ୫,୯୧୦ ସଂକ୍ରମିତ…

୨୦୨୪ ନିର୍ବାଚନ ପାଇଁ ସଜବାଜ ହେଉଛି ବିଜେପି… ଆଜିଠୁ ରାଜ୍ୟ ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର… ଯୋଗଦେବେ ନୂଆ ପ୍ରଭାରୀ ସୁନିଲ ବଂଶଲ ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ  ବି.ଏଲ ସନ୍ତୋଷ… ପ୍ରଶିକ୍ଷଣ ଶିବିର ପାଇଁ ଉତ୍ସବମୁଖର ରହିଛି ରାଜ୍ୟ ବିଜେପି କାର୍ଯ୍ୟାଳୟ…

ଆଜିଠୁ ରାଜ୍ୟରେ ବଢିବ ବର୍ଷା… ଆଗାମୀ ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା… ୪ରୁ ୫ଦିନ ଯାଏଁ କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ…. ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories