www.samajalive.in
Sunday, December 7, 2025
16.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ… ଉତ୍ସବମୁଖର ପଶ୍ଚିମ ଓଡ଼ିଶାର ସହରଠୁ ଗାଁ…  ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ମାଁ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ… ପରେ ନୂଆଁ ଖାଇବେ ଲୋକେ…

(୨) ଆଜି ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା… ନୂଆଁଖାଇ ଅବସରରେ ୪୧ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଟଙ୍କା ପଠାଇବେ ରାଜ୍ୟ ସରକାର… ଏଥର ଅଷ୍ଟମ କିସ୍ତିରେ ପ୍ରତି ଚାଷୀଙ୍କୁ ମିଳିବ ୨ ହଜାର ଲେଖାଏଁ ଟଙ୍କା … ଏଥିଲାଗି ରାଜକୋଷରୁ ସରକାର ବ୍ୟୟ କରି​‌ବେ ମୋଟ୍ ୮୬୯ କୋଟି… ଉପକୃତ ହେବେ​‌ ୪୧ ଲକ୍ଷ ଚାଷୀ…

- Advertisement -

(୩) ଆମେରିକାରେ ପୁଣି ଫୁଟିଲା ଗୁଳି… ଦୁଇଟି ପୃଥକ ପୃଥକ ସ୍ଥାନରେ ଗୁଳିକାଣ୍ଡ; ଜଣେ ମୃତ, ୨ଗୁରୁତର… ମେମ୍‌ଫିସରେ ଗୁଳିକାଣ୍ଡରେ ଜଣେ ପୁଲିସ ଅଧିକାରୀ ନିହତ… ଘଟଣାରେ ୩ ସନ୍ଦିଗ୍ଧ ଅଟକ, ଜଣେ ଫେରାର… ସେପଟେ ଓ୍ୱାଶିଂଟନରେ ଏକ ଘରୋଇ ସ୍କୁଲ ବାହାରେ ଫୁଟିଲା ଗୁଳି… ୨ ଛାତ୍ର ଗୁରୁତର, ଘଟଣାରେ ଜଣେ ସହପାଠୀକୁ ଅଟକ ରଖିଛି ପୁଲିସ…

(୪) ପାକିସ୍ତାନରେ ଏବେ ବି ଦୁଃଖ ଦେଉଛି ବନ୍ୟା… ପାଣି ଘେରରେ ଲୋକେ… ବନ୍ୟା ଯୋଗୁଁ ଗଲାଣି ୧୩ଶହ ଜୀବନ… ଖାଦ୍ୟ ଓ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଲୋକେ… ଭାଙ୍ଗିଛି ଅଧିକାଂଶ ଲୋକଙ୍କ ଘର… ରାଜରାସ୍ତାରେ କଟୁଛି ଜୀବନ..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories