www.samajalive.in
Saturday, December 13, 2025
26.1 C
Bhubaneswar

ଭଲିବଲ ପ୍ରତିଯୋଗିତା ଉଦଘାଟିତ

ପାଟଣା-ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଆଜି ଏକ ଦିବସିୟ ଭଳିବଲ ପ୍ରତିଯୋଯୋଗୀତାକୁ ମୁଖ୍ୟଅତିଥି ଅଧ୍ୟାପକ ହଳଧର ସାହୁ ଉଦଘାଟନ କରିଛନ୍ତି।ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ରତ୍ନାକର ମହାକୁର ଓ କ୍ରୀଡ଼ାଶିକ୍ଷକ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଉଦଘାଟନ ଉତ୍ସବରେ ସାମିଲ ଥିଲେ।ଏଠାରେ ପାଟଣା ମହାବିଦ୍ୟାଳୟ, ଉଦୟପୁର ତାଳପଦା,ସାନ୍ତରାପୁର,ମଲ୍ଲୀପଶି, ସାହାରପଡା, ମିଟୁଆଣି ଭଳି ଆଠଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଅମ୍ପାୟାର ଭାବେ ଧର୍ମେନ୍ଦ୍ର ସାହୁ ଓ ତାଙ୍କ ସାଥି ପ୍ରତିଯୋଗିତାର ପରିଚାଳନା ଏବଂ ଭୁତ ମହାନ୍ତ ସହଯୋଗ କରୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories