www.samajalive.in
Saturday, December 6, 2025
26.1 C
Bhubaneswar

କଞ୍ଚା ଗ୍ରୀନ ମଟରକୁ ବେଶୀ ଦିନ ସାଇତି ରଖିବାର ସହଜ ଉପାୟ

ପ୍ରଥମେ ଛୁଇଁରୁ ମଟର ଗୁଡିକୁ ବାହାର କରି ରଖନ୍ତୁ । ଗ୍ୟାସ୍ ରେ ପାଣି ଗରମ କରି ସେଥିରେ ଏକ ଚାମଚ ଚିନି ମିଶାନ୍ତୁ । ଏବେ ସେଥିରେ ଗ୍ରୀନ ମଟରକୁ ପକାଇ ୨ ମିନିଟ୍ ଅଧିକ ଆଞ୍ଚରେ ଫୁଟାନ୍ତୁ । ଚିନି ପକାଇବା ଦ୍ବାରା ମଟରର ରଙ୍ଗ ସବୁଜ ରହିବା ସହ ମିଠା ମଧ୍ୟ ରହିଥାଏ ।

- Advertisement -

୨ ମିନିଟ୍ ପରେ ଗ୍ୟାସ୍ ବନ୍ଦ କରି ମଟରକୁ ଏକ ପାତ୍ରରେ ଛାଣି ଆଣନ୍ତୁ । ଅନ୍ୟ ଏକ ପାତ୍ରରେ ଥଣ୍ଡା ପାଣି ନିଅନ୍ତୁ ବା ସାଧାରଣ ପାଣି ନେଇ ସେଥିରେ ବରଫ ପାକଇ ଦିଅନ୍ତୁ । ଏବେ ସେହି ଥଣ୍ଡା ପାଣିରେ ମଟର ପକାଇ ୧ରୁ ୨ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

୨ ମିନିଟ୍ ପରେ ଥଣ୍ଡା ପାଣିରୁ ମଟରକୁ କାଢି ଆଣି କିଚେନ୍ ଟାୱଲେ ପୋଛି ଦିଅନ୍ତି ବା ଥାପି ଦିଅନ୍ତୁ, ଯେପରି ମଟରରେ ପାଣି ନ ରୁହେ । ଏବେ ଏହାକୁ ଏକ ପଲିଥିନ ବା ଜିପ ଲାଇନ୍ ଥିବା ପ୍ୟାକେଟରେ ଭର୍ତ୍ତି କରି ଫ୍ରିଜ୍ ରେ ସାଇଥି ରଖନ୍ତୁ । ଏପରି ଭାବରେ ରଖିଲେ ୪ରୁ ୬ମାସ ପର୍ଯ୍ୟନ୍ତ ମଟର ସତେଜ ରହିବ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories