www.samajalive.in
Sunday, December 14, 2025
26.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ଅପରାହ୍ଣ ସାଢେ ୩ଟାରେ ଆକାଶ ମାର୍ଗରୁ କରିବେ ଅନୁଧ୍ୟାନ… ନବୀନଙ୍କ ସହିତ ୫-ଟି ସଚିବ ମଧ୍ୟ ସ୍ଥିତି ଉପରେ ରଖିବେ ନଜର… ପରିଦର୍ଶନ ପରେ ପରିସ୍ଥିତିକୁ ଦେଖି ସ୍ୱତନ୍ତ୍ର ପଦକ୍ଷେପ ନେଇପାରନ୍ତି ସରକାର…

(୨) ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର… ଆଗାମୀ ୧୨ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ନେବ ସୁଦୃଶ ଲଘୁଚାପ ରୂପ… ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା… ପ୍ରଭାବରେ ଆଜିଠୁ ପୁଣି ରାଜ୍ୟରେ ବର୍ଷିବ…

- Advertisement -

(୩) ଆଜି ପବିତ୍ର ଜନ୍ମାଷ୍ଟମୀ… ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ… ଶ୍ରୀମନ୍ଦିରରେ ରୀତିନୀତି ଅନୁଯାୟୀ ପାଳନ ହେବ ଜନ୍ମାଷ୍ଟମୀ ନୀତି… ସଂଧ୍ୟା ୭ଟାରୁ ବନ୍ଦ ରହିବ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ… ରାତି ୧୧ଟା ଯାଏ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ…

(୪) କମୁଛି ହୀରାକୁଦ ଜଳସ୍ତର… ବର୍ତ୍ତମାନ ବି ଖୋଲା ରହିଛି ୪୦ଟି ଗେଟ୍‌… ଡ୍ୟାମରୁ ନିଷ୍କାସିତ ହେଉଛି ୬,୭୪,୮୬୮ କ୍ୟୁସେକ ଜଳ … ପ୍ରବେଶ କରୁଛି ୪,୪୦,୧୨୦ ଘନଫୁଟ ପାଣି… ସେପଟେ ଖଇରମାଳରେ ପ୍ରବାହିତ ହେଉଛି ୮,୭୦ କ୍ୟୁସେକ୍‌ ଜଳ…

(୫) ମୁଣ୍ଡୁଳିରେ କମୁଛି ମହାନଦୀ… ଧୀରେ ଧୀରେ ହ୍ରାସ ପାଉଛି ଜଳସ୍ତର… ବିପଦ ସଂକେତ ୯୭.୨୫ଫୁଟ୍‌ ଥିବା ବେଳେ ଜଳସ୍ତର ରହିଛି ୯୫.୨୦ ଫୁଟ… ପ୍ରବାହିତ ହେଉଛି ୧୦,୧୮,୩୭୨ କ୍ୟୁସେକ୍‌ ଜଳ…

(୬) କାବୁଲରେ ପୁଣି ବଡ଼ ଧରଣର ବିସ୍ଫୋରଣ…. ନମାଜ ପାଠବେଳେ  ୨୧ ମୃତ, ୬୦ରୁ ଅଧିକ ଆହତ…  କେଉଁ କାରଣରୁ ହୋଇଛି ବିସ୍ଫୋରଣ କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ପୁଲିସ କରୁଛି ଛାନଭିନ୍‌…

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories