www.samajalive.in
Sunday, December 14, 2025
26.1 C
Bhubaneswar

ସଂଧ୍ୟା @୬ ମୁଖ୍ୟ ଖବର

(୧) ତଳମୁଣ୍ଡରେ ହେବ ବନ୍ୟା ନିୟନ୍ତ୍ରଣ… ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌… ବର୍ତ୍ତମାନ ୨୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ…ପୂର୍ବରୁ ହୀରାକୁଦରେ ୩୪ଟି ଗେଟ୍‌ ଦେଇ ହେଉଥିଲା ବନ୍ୟାଜଳ ନିଷ୍କାସନ …

(୨) ଯାଜପୁର ଦଶରଥପୁର ବ୍ଲକର କାଣି ନଦୀରେ ସୃଷ୍ଟି ହେଲା ୬୦ ଫୁଟର ଘାଇ… ଗାଁ ଭିତରକୁ ପଶିଲା ବନ୍ୟା ଜଳ… ବ୍ରହ୍ମଚାରୀପାଟଣା ନିକଟସ୍ଥ କାଣୀ ନଦୀବନ୍ଧରେ ଘାଇ ସୃଷ୍ଟି… ଆତଙ୍କରେ ରହିଛନ୍ତି ଲୋକେ… ପ୍ରଶାସନ ପକ୍ଷରୁ ନିଆଯାଉଛି ପଦକ୍ଷେପ…

- Advertisement -

(୩) ବିପଦ ସଂକେତ ଟପିଲା ଦେବୀ ନଦୀ… କାକଟପୁର ବାଉରିଆକଣ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ…୪.୯୩ ମିଟର ବିପଦ ରହିଥିବା ବେଳେ ୫.୫ ମିଟର ଉପରେ ପ୍ରବାହିତ ହେଉଛି ଜଳ …

(୪) ବନ୍ୟା ସ୍ଥିତିକୁ ନେଇ ସୂଚନା ଦେଲେ ଏସ୍‌ଆରସି… କହିଲେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚାଲିଛି କସରତ… ଉପର ମୁଣ୍ଡରେ ଏବେ ବି ଜାରି ରହିଛି ବର୍ଷା… ବଢ଼ୁଛି ମହାନଦୀ ଜଳସ୍ତର… ହୋଇପାରେ ବନ୍ୟା… ସଜାଗ ରହିଛନ୍ତି ଅଧିକାରୀ…

(୫) ସବୁଠି ଉଡ଼ିଲା ତ୍ରିରଙ୍ଗା… ଦିଲ୍ଲୀଠୁ ପଲ୍ଲୀ ଯାଏ ସବୁଠି ବାସିଲା ଦେଶ ପ୍ରେମର ବାସ୍ନା… ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ… ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଉଡ଼ାଇଲେ ତ୍ରିରଙ୍ଗା … ସେପଟେ ସିକିମର ଉଚ୍ଚ ପାହାଡ଼ରେ ମଧ୍ୟ ଯବାନ ଉଡ଼ାଇଲେ ଜାତୀୟ ପତାକା…

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories