www.samajalive.in
Saturday, December 13, 2025
26.1 C
Bhubaneswar

ଆଉ ନାହାନ୍ତି ଭାରତର ‘ବିଗ୍‌ ବୁଲ୍‌’ ବିଶିଷ୍ଟ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲା

ମୁମ୍ବାଇ: ଦଲାଲ୍‌ ଷ୍ଟ୍ରିଟ୍‌ର ‘ବିଗ୍‌ ବୁଲ୍‌’ ନାମରେ ପରିଚିତ ବିଶିଷ୍ଟ ଉଦ୍ୟୋଗୀ ତଥା ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କର ରବିବାର ପରଲୋକ ଘଟିଛି। ୬୨ ବର୍ଷୀୟ ରାକେଶ କିଛି ସପ୍ତାହ ପୂର୍ବରୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଦୀର୍ଘଦିନ ଧରି ସେ ଅନେକ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଏଠାରେ ସୂଚନାଯୋଗ୍ୟ, ଝୁନ୍‌ଝୁନ୍‌ୱାଲା ଉଭୟ ବ୍ୟବସାୟୀ ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଥିଲେ। ଏଥିସହ ଦେଶର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ। ଝୁନ୍‌ଝୁନ୍‌ୱାଲା ହଙ୍ଗାମା ମିଡିଆ ଓ ଆପ୍‌ଟେକ୍‌ର ଅଧ୍ୟକ୍ଷ ହେବା ସହ ଭଇସରୟ ହୋଟେଲ୍ସ, କନକୋର୍ଡ୍ ବାୟୋଟେକ୍, ପ୍ରୋଭୋଗ୍ ଇଣ୍ଡିଆ ଏବଂ ଜିଓଜିତ୍ ଫାଇନାନ୍‌ସିଆଲ ସର୍ଭିସେସ୍‌ର ନିର୍ଦ୍ଦେଶକ ଥିଲେ। ନିକଟରେ ସେ ଆକାଶ ଏୟାରଲାଇନ୍ସର ଲଞ୍ଚ୍ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories