www.samajalive.in
Saturday, December 13, 2025
26.1 C
Bhubaneswar

ଆଜାଦୀକା ଅମୃତ ମହୋତ୍ସବ ଅବସରେ ଷ୍ଟେଟବ୍ୟାଙ୍କ ଗ୍ରାହାକ ସେବା ବୈଠକ

ବୌଦ୍ଧ: ଭାରତୀୟ ଷ୍ଟେଟବ୍ୟାଙ୍କ ବୌଦ୍ଧ ମୁଖ୍ୟଶାଖାଠାରେ ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଗ୍ରାହାକ ସେବା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ବୀମା ଯୋଜନା ସାମିଲଥିବା ସଂଜିତ କୁମାର ସାହୁଙ୍କ କୌଣସି ରୋଗଜନିତ ମୃତ୍ୟୁ ହୋଇଯାଇଥିବାରୁ ତାଙ୍କର ପତ୍ନୀ ଛାୟାବତୀ ସାହୁଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏସବିଆଇର ଆଞ୍ଚଳିକ ପ୍ରବନ୍ଧକ ପ୍ରଶାନ୍ତ କୁମାର ବେହେରା ଏହି ସହାୟତା ରାଶି ଚେକ୍‌ ଆକାରରେ ପ୍ରଦାନ କରିଥିଲେ ।

ଏହି ବୈଠକରେ ଉପସ୍ଥିତ ସମସ୍ତ ଗ୍ରାହାକମାନଙ୍କୁ ବୀମା ଯୋଜନାର ଲାଭ ସଂପର୍କରେ ଅବଗତ କରାଯାଇଥିଲା । ବୈଠକରେ ଏସବିଆଇର ମୁଖ୍ୟ ପ୍ରବନ୍ଧକ ସଂଜୟ କୁମାର ସାହୁ, ଲିଡ ବ୍ୟାଙ୍କ ମ୍ୟାନେଜର ରବୀନ୍ଦ୍ର କୁମାର ସେଠୀ, ମ୍ୟାନେଜର ସଂଜିତ କୁମାର ମଲିକ, ସହକାରୀ ମ୍ୟାନେଜର ଜୟଶ୍ରୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ବୌଦ୍ଦ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପ୍ରବନ୍ଧକ ପ୍ରଦୀପ ଚନ୍ଦ୍ର ନାହାକ ବୈଠକ ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories