www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ପୁଣି ୧୧୦୦ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ପରେ ପୁଣି କରୋନା ସଂକ୍ରମଣ ୧ହଜାର ଅତିକ୍ରମ କରିଛି। ୨୪ ଘଣ୍ଟା ମଧ୍ୟରେ ଆଉ ୧୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୧୫୫,ସଙ୍ଗରୋଧରୁ ୬୮୮ ଓ ସ୍ଥାନୀୟ ୪୮୬।

- Advertisement -


୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୧୬ , ଅନୁଗୁଳରୁ ୩, ବାଲେଶ୍ୱର ୧୬, ବରଗଡ ୨୩, ଭଦ୍ରକ ୭, ବଲାଙ୍ଗୀର ୩୨, ବୌଦ୍ଧ ୪, କଟକ ୬୩, ଦେଓଗଡ ୯, ଢେଙ୍କାନାଳ ୫, ଗଜପତି ୫, ଗଞ୍ଜାମ ୩, ଜଗତସିଂହପୁର ୧୧,ଯାଜପୁର ୧୬, ଝାରସୁଗୁଡା ୧୩, କଳାହାଣ୍ଡି ୧୯, କନ୍ଧମାଳ ୨୮, କେନ୍ଦ୍ରାପଡା ୫, କେନ୍ଦୁଝର ୧୦, କୋରାପୁଟ ୧୬, ମାଲକାନଗିରି ୧, ମୟୁରଭଞ୍ଜ ୮୭, ନବରଙ୍ଗପୁର ୧୬, ନୟାଗଡ ୨୫,ନୂଆପଡା ୯, ପୁରୀ ୮, ରାୟଗଡା ୧୨, ସମ୍ବଲପୁର ୮୯, ସୋନପୁର ୧୪,ସୁନ୍ଦରଗଡ ୨୬୧, ଷ୍ଟେଟ ପୁଲରୁ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୯,୦୮୫କୁ ବୃଦ୍ଧି ପାଇଛି। ୧୨,୯୨,୮୮୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭,୦୧୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories