ରାଜ୍ୟରେ ପୁଣି ୧୧୦୦ ଟପିଲା ଦୈନିକ ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ପରେ ପୁଣି କରୋନା ସଂକ୍ରମଣ ୧ହଜାର ଅତିକ୍ରମ କରିଛି। ୨୪ ଘଣ୍ଟା ମଧ୍ୟରେ ଆଉ ୧୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୧୫୫,ସଙ୍ଗରୋଧରୁ ୬୮୮ ଓ ସ୍ଥାନୀୟ ୪୮୬।
Covid-19 Report For 26th July
New Positive Cases: 1174
Of which 0-18 years: 155
In quarantine: 688
Local contacts: 486(Details of local contacts will be shared by concerned District)
1. Angul: 3
2. Balasore: 16
3. Bargarh: 23
4. Bhadrak: 7
5. Balangir: 32
6. Boudh: 4— I & PR Department, Odisha (@IPR_Odisha) July 27, 2022
23. Nawarangpur: 16
24. Nayagarh: 25
25. Nuapada: 9
26. Puri: 8
27. Rayagada: 12
28. Sambalpur: 89
29. Sonepur: 14
30. Sundargarh: 261
31. State Pool: 48New recoveries: 1216
Cumulative tested: 32558456
Positive: 1309085
Recovered: 1292885
Active cases: 7011— I & PR Department, Odisha (@IPR_Odisha) July 27, 2022
୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୧୬ , ଅନୁଗୁଳରୁ ୩, ବାଲେଶ୍ୱର ୧୬, ବରଗଡ ୨୩, ଭଦ୍ରକ ୭, ବଲାଙ୍ଗୀର ୩୨, ବୌଦ୍ଧ ୪, କଟକ ୬୩, ଦେଓଗଡ ୯, ଢେଙ୍କାନାଳ ୫, ଗଜପତି ୫, ଗଞ୍ଜାମ ୩, ଜଗତସିଂହପୁର ୧୧,ଯାଜପୁର ୧୬, ଝାରସୁଗୁଡା ୧୩, କଳାହାଣ୍ଡି ୧୯, କନ୍ଧମାଳ ୨୮, କେନ୍ଦ୍ରାପଡା ୫, କେନ୍ଦୁଝର ୧୦, କୋରାପୁଟ ୧୬, ମାଲକାନଗିରି ୧, ମୟୁରଭଞ୍ଜ ୮୭, ନବରଙ୍ଗପୁର ୧୬, ନୟାଗଡ ୨୫,ନୂଆପଡା ୯, ପୁରୀ ୮, ରାୟଗଡା ୧୨, ସମ୍ବଲପୁର ୮୯, ସୋନପୁର ୧୪,ସୁନ୍ଦରଗଡ ୨୬୧, ଷ୍ଟେଟ ପୁଲରୁ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୯,୦୮୫କୁ ବୃଦ୍ଧି ପାଇଛି। ୧୨,୯୨,୮୮୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭,୦୧୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.