www.samajalive.in
Friday, December 12, 2025
17.1 C
Bhubaneswar

ଘଣ୍ଟା ଲୁଟୁଛି ଟଙ୍କା; ସୋସିଆଲ ମିଡିଆରେ ହେଉଛି ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଛୋଟ ବାଳକ କାର୍ ସଫା କରୁଛନ୍ତି । ଆଉ ତାଙ୍କ ହାତରେ ଏକ ଦାମୀ ସାର୍ଟ ଘଣ୍ଟା ପିନ୍ଧିଛନ୍ତି । ପିଲାଟିକୁ ଦେଖିବା ପରେ କାରଟିର ମାଲିକ ଏକ ଭିଡିଓ କରିଛନ୍ତି । ଯେଉଁ ଭିଡିଓରେ ସେ ଦାବି କରିଛନ୍ତି କି ବାଳକ ଜଣକ ଏହି ଘଣ୍ଟା ଜରିଆରେ ତାଙ୍କର ଫାସଟ୍ୟାଜ୍‌ ଟଙ୍କା ନେଉଛି ।  ଖାଲି ସେତିକି ନୁହେଁ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା (ଏନପିସିଆଇ) ଏହି କଥାରେ ହସ୍ତକ୍ଷେପ କରିଛି । ଆଉ ଏହି ତଥ୍ୟକୁ ଅସ୍ୱୀକାର ମଧ୍ୟ କରିଛି । ଗତ ଶନିବାର ଦିନ (ଏନପିସିଆଇ) ଏନେଇ ନିଜର ମତ ରଖିଥିଲା । ଟ୍ୱିଟ୍ କରି (ଏନପିସିଆଇ) ଏହି ତଥ୍ୟ ଭିତ୍ତିହୀନ ଓ ଗୁଜବ ବୋଲି କହିଛି ।

ନିଗମ କହିଛି ଯେ କେବଳ କ୍ଷମତାପ୍ରାପ୍ତ ସିଷ୍ଟମ ଇଣ୍ଟିଗ୍ରେଟର (ଏସଆଇ) କାରବାର କରିବାକୁ ଅନୁମତି ଦିଆଯାଇଛି । ଏଥିରେ କୁହାଯାଇଛି ଯେ କନ୍ସେସ୍ ଏବଂ ବ୍ୟାଙ୍କଗୁଡିକ ମଧ୍ୟରେ ଏସଆଇ ସିଷ୍ଟମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହା କେବଳ ଅନୁମୋଦିତ ଆଇପି ଠିକଣା ଏବଂ ୟୁଆରଏଲ୍‌ ଗୁଡିକ ଗ୍ରହଣ କରେ | ଏନସିପିଆଇ କହିଛି ଯେ ଏଭଳି ଭିଡିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ସେମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଯାଉଛି ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories