www.samajalive.in
Saturday, December 13, 2025
26.1 C
Bhubaneswar

ରଶ୍ମୀରେଖା ଆତ୍ମହତ୍ୟା ମାମଲା; ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମୀରେଖା ଆତ୍ମହତ୍ୟା ମାମଲାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରାଯାଉଛି । ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ନୟାପଲ୍ଲୀ ଥାନାରେ ହାଜର ହେବା ପରେ ଏସିପିଙ୍କ ନେତୃତ୍ୱରେ ସନ୍ତେଷଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି । ରଶ୍ମୀଙ୍କ ମୃତ୍ୟୁ ନେଇ ଅନେକ ପ୍ରଶ୍ନ ସନ୍ତୋଷଙ୍କୁ ପୁଲିସ ପଚାରୁ ଥିବା ଜଣାପଡ଼ିଛି । ପୂର୍ବରୁ ସନ୍ତୋଷ ଏହି ମାମଲାରେ ହାଜର ହୋଇନଥିଲେ ମଧ୍ୟ ଆଜି ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ।

ସେପଟେ ଗତକାଲି ରଶ୍ମୀରେଖାଙ୍କ ପୂର୍ବତନ ପୁରୁଷବନ୍ଧୁ ଅଭିନେତା ରାଜାଙ୍କୁ ଜେରା କରିଥିଲା ପୁଲିସ । ରଶ୍ମୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ପୁଲିସ ପଚାରିଥିବା ଅନୁମାନ କରାଯାଉଥିଲା । ହେଲେ ରାଜା ଗଣମାଧ୍ୟମ ଆଗରେ କୌଣସି ପ୍ରଶ୍ନର ଉତ୍ତର ଦେଇନଥି​‌ଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories