www.samajalive.in
Thursday, December 11, 2025
14.1 C
Bhubaneswar

ରୋଟାରୀ କ୍ଲବ ପକ୍ଷରୁ ସହାୟତା ପ୍ରଦାନ

କୁଆଁପାଳ: ରୋଟାରୀ କ୍ଲବ କଟକ ମହାନଦୀ ପକ୍ଷରୁ ମାହାଙ୍ଗା ନିକଟସ୍ଥ ଚାୟାଂପାଳ ସ୍ଥିତ ଦିବ୍ୟାଙ୍ଗ ଚାରିଟେବୁଲ ଟ୍ରଷ୍ଟର ଅନ୍ତେବାସୀମାନଙ୍କ ପାଇଁ ଏକ ୱାଶିଂ ମେସିନ ପ୍ରଦାନ କରାଯାଇଛି। କ୍ଲବର ସଭାପତି ରାଜଲକ୍ଷ୍ମୀ ପାତ୍ର, ସଞ୍ଜୟ ଛାପୋଲିଆ, ସି.କେ. ଭାଗ୍ୟଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସମୟରେ ଏହି ସଂସ୍ଥାକୁ କ୍ଲବ ପକ୍ଷରୁ ସାହାଯ୍ୟ ପ୍ରଦାନ କରାଯାଏ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories