www.samajalive.in
Thursday, December 11, 2025
16.1 C
Bhubaneswar

ଏହି ଦେଶର ଲୋକେ ପସନ୍ଦ କରନ୍ତି ରାଗୁଆ ଖାଦ୍ୟ

ସଭିଁଙ୍କ ଖାଦ୍ୟରୁଚି ଭିନ୍ନ ପ୍ରକାର। ଦୁନିଆରେ ଏଭଳି କେତେକ ଦେଶ ରହିଛି,ଯାହା ଖାଦ୍ୟର ଅଧିକ ରାଗୁଆ । ସେହି ଦେଶର ବ୍ୟକ୍ତି ବିଶେଷ ମସଲା ଓ  ରାଗୁଆ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି।  ଏହି ଖାଦ୍ୟ ଖାଇବା ମାତ୍ରେ ଆଖିରେ ପାଣି ଆସିଯାଇଥାଏ।
ଜାଣନ୍ତୁ ଏଭଳି କେତେକ ଦେଶ ବିଷୟରେ ଯେଉଁଠାରେ ଅଧିକ ରାଗୁଆ ଖାଦ୍ୟ ଖାଇବାକୁ ପସନ୍ଦ ଥାଆନ୍ତି।
ଭାରତ ଓ ମସଲାଯୁକ୍ତ ଖାଦ୍ୟର ସମ୍ବନ୍ଧ ନିଆରା। ଏଠାରେ ଲଙ୍କା,ରସୁଣ, ଅଦା,ଗୁଜୁରାତି ଓ ଗୋଲମରିଚ ବିନା ଖାଦ୍ୟ ପ୍ରସ୍ତୁତି ସମ୍ଭବ ହୋଇନଥାଏ।
ଥାଇଲ୍ୟାଣ୍ଡ – ଥାଇଲ୍ୟାଣ୍ଡ ନିଜର ସ୍ୱାଦିଷ୍ଟ ଓ ମସଲାଯୁକ୍ତ ଖାଦ୍ୟ ପାଇଁ ବେଶ ଜଣାଶୁଣା। ଏଠାରେ ମସଲା ଯୁକ୍ତ ସୁପ୍‍,ଫ୍ରାଏଡ ଖାଦ୍ୟ ମିଳିଥାଏ। ବିଭିନ୍ନ ପ୍ରକାର ମସଲା ଚୟନ କରି  ବ୍ୟବହାର କରାଯାଇଥାଏ।
ମେସ୍କିକୋ – ଏଠାକାର ଖାଦ୍ୟ ସାମାନ୍ୟ ଖାଇବା ମାତ୍ରେ ଆଖିରୁ ପାଣି ବାହାରି ଆସେ। ଏଠାକାର ଲୋକେ ହାବାନେରା,ସେରାନୋ ଭଳି ସମସ୍ତ ପ୍ରକାର ଲଙ୍କା ଖାଇଥାଆନ୍ତି। ଯାହା ଦୁନିଆର ସବୁଠାରୁ ରାଗୁଆ ଲଙ୍କା ବୋଲି କୁହାଯାଏ।
କୋରିୟା ଲୋକଙ୍କୁ ଭାତ ସହ ଯେକୌଣସି ମସଲାଯୁକ୍ତ ବ୍ୟଞ୍ଜନ ଖାଇବା ଖୁବ ପସନ୍ଦ। ଚିକେନ,ଫାୟର ଚିକେନ ଭଳି ରାଗୁଆ ଖାଦ୍ୟ ପସନ୍ଦ କରିଥାଆନ୍ତି। ଏହା ସେମାନଙ୍କର ମସଲାଯୁକ୍ତ ବ୍ୟଞ୍ଜନ ମଧ୍ୟରୁ ଗୋଟିଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories