www.samajalive.in
Wednesday, December 10, 2025
16.1 C
Bhubaneswar

୩ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କଲା ବାଘ; ଶେଷରେ ହେଲା କାବୁ

ହରିଆଣା: ବନକର୍ମଚାରୀଙ୍କୁ ଘାଇଲାକଲା ଚିତାବାଘ । ତିନି ଜଣ ବନକର୍ମଚାରୀଙ୍କୁ ଗୋଟିଏ ଚିତାବାଘ ଆକ୍ରମଣ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ବାଘଟି କ୍ଷୁବ୍ଧ ହୋଇ ପୁଲିସ କର୍ମୀଙ୍କୁ ଲହୁଲୁହାଣ କରିଛି । ସୂଚନା ମୁତାବକ ହରିଆଣାର ପାନିପଥରେ ଏପରି ଏକ ଘଟଣା ଘଟିଛି ।

ସୂଚନା ମୁତାବକ ବେହରାମପୁରର ଗାଁ​‌କୁ ବାଘଟି ଚାଲିଆସିଥିବା ନେଇ  କିଛି ଗ୍ରାମବାସୀ ବନକର୍ମଚାରୀଙ୍କୁ ଜଣାଇଥିଲେ । ଏନେଇ ଜାଣିବା ପରେ ପୁଲିସ ଓ ବନକର୍ମଚାରୀ ମିଳିତ ଭାବେ ଘଟଣାସ୍ଥଳ​‌ରେ ପହଞ୍ଚି ବାଘଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଉଦ୍ଧାର କରିବା ସମୟରେ କର୍ମଚାରୀଙ୍କ ଉପରକୁ ବାଘଟି ଆତର୍କୀତ ଆକ୍ରମଣ କରିଥିଲା । ଯାହାଫଳରେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ବାଘଟି ଆକ୍ରମଣ କରିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories