www.samajalive.in
Sunday, December 14, 2025
23.1 C
Bhubaneswar

କର୍ପୋରେଟର ପ୍ରାର୍ଥୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବ୍ରହ୍ମପୁର : ଶନିବାର ରାତି ପ୍ରାୟ ୧୨ଟା ସମୟରେ ବ୍ରହ୍ମପୁର ମହାନଗର ନିଗମ ୧୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଆନନ୍ଦ ଗଉଡଙ୍କୁ ଆକ୍ରମଣ । ସେ ନିଜ ବ୍ୟବସାୟିକ କାର୍ଯ୍ୟ ସାରି ସାଇନଗର ସ୍ଥିତ ନିଜ ବାସଭବନକୁ ଫେରିବା ସମୟରେ ଗୋବିନ୍ଦ ବିହାର ଦ୍ୱିତୀୟ ଗଳି ଠାରେ ଦୁଇଜଣ ବ୍ୟକ୍ତି ପଛପଟୁ ମୋଟରସାଇକେଲରେ ଆସି ତଳେ ପକାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ଆକ୍ରମଣରେ ଆନନ୍ଦଗୁରୁତର ଭାବେ ଆହତ ହୋଇଯିବା ପରେ ସେହି ବ୍ୟକ୍ତିମାନେ ଫେରାର ହୋଇଯାଇଥିଲେ । ଆନନ୍ଦଙ୍କୁ ଚିକିତ୍ସା ପାଇଁ ଡାକ୍ତଖାନାରେ ଭର୍ତି କରାଯାଇଥିଲା । ରବିବାରରେ ଜିଲ୍ଲା ବିଜେପିର ବରିଷ୍ଠ ନେତା ଆନନ୍ଦଙ୍କ ଘରେ ପହଞ୍ଚି ପୁଲିସକୁ ଘଟଣା ବିଷୟରେ ସୂଚନା ଦେଇଥିବା ଜଣାପଡିଛି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories