www.samajalive.in
Wednesday, December 10, 2025
16.1 C
Bhubaneswar

ଆଇଡିଆର ନୂଆ ଅଫର, ୧୪୯ ଟଙ୍କାରେ ମିଳିବ ୩୩ ଜିବି ଡାଟା

ନୂଆଦିଲ୍ଲୀ : ଆଇଡିଆ କମ୍ପାନୀ ତରଫରୁ ଗୋଟିଏ ଶସ୍ତା ପ୍ରିପେଡ ପ୍ଲାନ ଲଞ୍ଚ କରାଯାଇଛି। ଆଇଡିଆର ଏହି ପ୍ଲାନର ମୂଲ୍ୟ ୧୪୯ ଟଙ୍କା। ଯେଉଁଥିରେ ୩୩ ଜିବି ୪ଜି ଡାଟା ପାଇପାରିବେ। ଏହି ପ୍ଲାନରେ ପ୍ରତିଦିନ ୧୦୦ ମେସେଜ ଏବଂ ପ୍ରତିଦିନ ୨୫୦ ମିନିଟ କଲିଙ୍ଗ ପାଇପାରିବେ। ଯାହାର ବୈଧତା ୨୮ ଦିନ। ଏହି ପ୍ଳାନ ଏବେ କର୍ଣ୍ଣାଟକ, ଆନ୍ଧ୍ରଯପ୍ରଦେଶ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ପାଇଁ ଉପଲବ୍ଧ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories