www.samajalive.in
Monday, December 8, 2025
24.1 C
Bhubaneswar

ଚଳନ୍ତା ବାଇକରେ ଲାଗିଲା ନିଆଁ ; ଅଳ୍ପକେ ବର୍ତିଲେ ଚାଳକ  

ଦେବଗଡ : ଦେବଗଡ ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥ ବାହାଡାପୋଷି ଛକ ନିକଟରେ  ଅଘଟଣ ଘଟିଛି। ସୁନ୍ଦରଗଡ ଜିଲ୍ଲା ଜାମ୍ବୁଡିହି ଗ୍ରାମର ଗୋପବନ୍ଧୁ ଓରାମ ଏକ ବାଇକରେ ଲହୁଣିପଡା ପଟୁ ବାହାଡିପୋଶି  ଆସୁଥିବା ବେଳେ ଗାଡିରେ ହଠାତ ନିଆଁ ଲାଗି ଯାଇଥିଲା । ଗାଡିରେ ନିଆଁ ଲାଗିଥିବା ଦେଖିବା ପରେ ସେ ଗାଡିରୁ ଓହ୍ଲାଇ ପଡିଥିଲେ । ଫଳରେ ଅଳ୍ପକେ ବର୍ତି ଯାଇଛନ୍ତି । ପରେ ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ମାତ୍ର ବାଇକଟି ସମ୍ପୁର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories