www.samajalive.in
Thursday, December 11, 2025
18.1 C
Bhubaneswar

୫ଫୁଟ୍‌ ଲମ୍ବର ନାଗ ଉଦ୍ଧାର – ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ୍‌ର ସଦସ୍ୟ

କଲମପୁର – ଜୁନାଗଡ ବ୍ଲକ ଭତ୍ରାଗୁଡା ଲିଙ୍ଗରାଜ ନାଏକଙ୍କ ଘରୁ ୫ ଫୁଟ୍‌ ଲମ୍ବର ଏକ ନାଗ ସାପ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ବୀରେନ୍ଦ୍ର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚ ସୁରକ୍ଷିତ ଭାବେ ଏହି ନାଗକୁ ଉଦ୍ଧାର କରିଥିଲେ । ପରେ ନିକଟସ୍ଥ ଖସିଗୁଡାରୁ ଅନ୍ୟ ଏକ ନାଗ ସାପକୁ ଉଦ୍ଧାର କରି ସୁରକ୍ଷିତ ଭାବେ ନେଇ ଜଙ୍ଗଲରେ ଛାଡିଥିଲେ ।

ଗତ କିଛି ଦିନ ତଳେ ଜୁନାଗଡ ଏକ ବ୍ୟବସାୟୀଙ୍କ ଘରରୁ ମା’ ନାଗ ସାପ ସହ ତାର ୨୮ ଗୋଟି ଛୁଆ ସାପକୁ ଧରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଥିଲେ । ସେ ସାପ ଧରିବା ପାଇଁ ତାଲିମ ନେଇଥିବା ବେଳେ ସେବା ମନୋଭାବ ପାଇଁ ସାପମାନଙ୍କୁ ଧରିବା ପରେ ସେମାନଙ୍କୁ ନେଇ ସେମାନଙ୍କର ସୁରକ୍ଷିତ ବାସସ୍ଥଳୀ ଜଙ୍ଗଲରେ ଛାଡୁଛନ୍ତି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories