www.samajalive.in
Thursday, December 11, 2025
15.1 C
Bhubaneswar

ତଟରକ୍ଷା ବାହିନୀର ବଢ଼ିଲା ବଳ, ସେନାରେ ସାମିଲ ହେଲା ଏମକେ-୩

ନୂଆଦିଲ୍ଳୀ: ଆହୁରି ବଢ଼ିଲା ଭାରତୀୟ ସେନାର ବଳ । ଭାରତୀୟ ସେନାକୁ ଆଡଭାନ୍ସଡ୍‌ ଲାଇଟ୍‌ ହେଲିକପ୍ଟର ଏମକେ-୩ ମିଳିଛି । ଯାହା ଦ୍ବାରା ସେନା ଆହୁରି ସଶକ୍ତ ହୋଇପାରିବ। ଓଡ଼ିଶା ତଟ ରକ୍ଷା ବାହିନୀରରେ ଏହି ହେଲିକ୍ପଟର ଆଜି ସାମିଲ ହୋଇଛି । ସାମୁଦ୍ରିକ କ୍ଷମତା ବୃଦ୍ଧି କରାଇବାକୁ ଏମକେ-୩ ହେଲିକପ୍ଟରକୁ ସେନାରେ ସାମିଲ କରାଯାଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହାର ଆନୁଷ୍ଠାନକ ଭାବେ ଉଦଘାଟିତ ହୋଇଥିବା ବେଳେ ଏହାକୁ ଉଦଘାଟନ କରିଛନ୍ତି ଭାରତୀୟ ତଟ ରକ୍ଷା ବାହିନୀ ମୁଖ୍ୟ ଭିଏସ୍ ପଠାନିଆ ।

ଏହିତ ଅବସରରେ ଭିଏସ୍ ପଠାନିଆ କହିଛନ୍ତି ଏମକେ-୩ ହେଲିକପ୍ଟରକୁ ସୁରକ୍ଷା ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟଜନିକ ଏବଂ ଉଦ୍ଧାରକାରୀ କାର୍ଯ୍ୟରେ ନିୟୋଜିତ ହେବ ଏହି ହେଲିକପ୍ଟର । ତାହାଛଡ଼ା ଏହା ଦ୍ୱାରା ରାଜ୍ୟର ପ୍ରାୟ ୪୮୫ କିଲୋମିଟରର ସାମୁଦ୍ରିକ ତଟରେ ଏହା କୋଷ୍ଟଗାର୍ଡର କ୍ଷମତା ବୃଦ୍ଧି କରିବ ବୋଲି ଭାରତୀୟ ତଟରକ୍ଷା ବାହିନୀ ମୁଖ୍ୟ ଭିଏସ୍ ପଠାନିଆ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories