www.samajalive.in
Monday, December 8, 2025
24.1 C
Bhubaneswar

ବିଶେଷଜ୍ଞଙ୍କ ମତ : ଏହି ସମୟରେ ପିଅନ୍ତୁ ଉଷୁମ ପାଣି

ଶୋଇବାର ୧୫ ମିନିଟ୍ ପୂର୍ବରୁ ଉଷୁମ ପାଣି ପିଇବା ମଧ୍ୟ ଖୁବ୍ ଉପକାରୀ।

– ଏପରି କଲେ ମାନସିକ ଚାପ ଓ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଭଲ ନିଦ ହୋଇଥାଏ।

- Advertisement -

– ଶୋଇବା ପୂର୍ବରୁ ଉଷୁମ ପାଣି ୧ ଗିଲାସ ପିଇଲେ ଶରୀରରୁ ସମସ୍ତ ଟକ୍ସିନ୍ ବାହାରିଯିବା ସହ ଚର୍ବି ଜମେନାହିଁ।

– ନିୟମିତ ଆଣ୍ଠୁଗଣ୍ଠି ବିନ୍ଧା କିମ୍ବା ଅଣ୍ଟା ବିନ୍ଧା ରୋଗୀ ମଧ୍ୟ ଏହି ପାନୀୟ ଶୋଇବା ପୂର୍ବରୁ ପିଇଲେ ରକ୍ଷା ପାଇପାରିବେ।

– ଗଳାର ଦରଜ କିମ୍ବା ଥଣ୍ଡା, ସର୍ଦି ହୋଇଥିଲେ, ଉଷୁମ ପାଣି ପିଇଲେ ଶରୀରକୁ ଆରାମ ମିଳେ।

– କୋଷ୍ଠକାଠିନ୍ୟ ରୋଗୀ ଓ ଅର୍ଶ ରୋଗୀ ପ୍ରତ୍ୟହ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଖୁବ୍ ଉପକାରୀ ବୋଲି ବିଶେଷଜ୍ଞଙ୍କ ମତ।

– ମେଦବହୁଳ ରୋଗୀ ନିଜ ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଶୋଇବା ପୂର୍ବରୁ ଉଷୁମ ପାଣି ଆବଶ୍ୟକ। ୧ମାସ ମଧ୍ୟରେ ସେମାନଙ୍କ ଓଜନ ନିୟନ୍ତ୍ରିତ ହୋଇଥାଏ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories