www.samajalive.in
Friday, December 12, 2025
26.1 C
Bhubaneswar

ଲଣ୍ଡନରେ ସରିଫ୍‌ଙ୍କ ଉପରେ ଆକ୍ରମଣ

ଲଣ୍ଡନ, : ଲଣ୍ଡନରେ ଅବସ୍ଥାନ କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରେ ଆକ୍ରମଣ ହୋଇଛି। ରବିବାର ହୋଇଥିବା ଆକ୍ରମଣରେ ସରିଫଙ୍କର ଜଣେ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଇମ୍ରାନ ଖାଁଙ୍କ ନେତୃତ୍ବ ପାକିସ୍ତାନ ତେହରିକ୍-ଇ-ଇନସାଫ (ପିଟିଆଇ)କୁ ଦାୟୀ କରାଯାଇଛି।

 

- Advertisement -

ଏହି ଘଟଣା ପାଇଁ ସରିଫଙ୍କ ଝିଅ ମରିୟମ ଇମ୍ରାନଙ୍କ ଗିରଫ ଦାବି କରିଛନ୍ତି। କାରଣ ଇମ୍ରାନଙ୍କ ଭାଷଣ ପରେ ସରିଫଙ୍କ ଉପରେ ଆକ୍ରମଣ ହୋଇଛି। ଇମ୍ରାନ କହିଥିଲେ ସରିଫଙ୍କ ଭାଇ ଶାହାବାଜ ଯଦି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ପାକିସ୍ତାନ ଆମେରିକାର ଗୋଲାମ ହୋଇଯିବ। ସରିଫଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ଇଂଲଣ୍ଡ ପୁଲିସ ତଦନ୍ତ ଚଳାଇଛି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌)ର ନେତା ତଥା ନୱାଜ୍‌ ସରିଫ୍‌ଙ୍କ ଭାଇ ଶେହ୍‌ବାଜ୍‌ ସରିଫ୍ ପାକିସ୍ତାନ ବିରୋଧୀ ଦଳର ନେତୃତ୍ବ ନେଉଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories