www.samajalive.in
Thursday, December 11, 2025
15.1 C
Bhubaneswar

ସୁବର୍ଣ୍ଣପୁର ପୌର ନିର୍ବାଚନରେ ବିଜେଡିର ବାଜିମାତ

ସୁବର୍ଣ୍ଣପୁର :  ପୌର ନିର୍ବାଚନରେ ବିଜୁ ଜନତାଦଳ ସୁବର୍ଣ୍ଣପୁର ଜିଲ୍ଲାରେ ବାଜିମାତ କରିଛି। ସୁବର୍ଣ୍ଣପୁର ପୌର ସଂସ୍ଥାର ଅଧ୍ୟକ୍ଷା ଭାବେ ବିଜେଡିର ତାମସୀ ତମସ୍ମିତା ନାଏକ ବିଜୟୀ ହୋଇଛନ୍ତି। ସେହିପରି ତରଭା ଏନଏସିର ଅଧ୍ୟକ୍ଷା ଭାବେ ବିଜେଡିର ବନ୍ଦିତା ନାୟକ ଏବଂ ବିନିକା ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର ସୁବାସ ଚନ୍ଦ୍ର ଭୁଏ ବିଜୟୀ ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories